
ଭଞ୍ଜନଗର, ଜୟକୃଷ୍ଣ ପଟ୍ଟନାୟକ– ଭଞ୍ଜନଗର ନିକଟ କୁଶପଲ୍ଲୀ ଗ୍ରାମରେ ଜୁଆ ଖେଳ ଚାଲିଥିବା ଖବର ପାଇ ପୋଲିସ ସେହି ଜୁଆ ଆଡ୍ଡା ଉପରେ ରବିବାର ଅଚାନକ ଚଢ଼ାଉ କରି ସେଠାରୁ ୫ଜଣ ଜୁଆଡ଼ି ଙ୍କୁ ଗିରଫ କରିବା ସହ ସେମାମାନଙ୍କ ଠାରୁ ମୋଟ ୧୩,୦୧୦ଟଙ୍କା,୩ଟି ମୋବାଇଲ ଫୋନ ଓ ୨ପ୍ୟାକେଟ ତାସ ଜବତ ହୋଇଥିବା ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ କହିଛନ୍ତି।