-
ରାଜ୍ୟରେ ବିଭିନ୍ନ ଜିଲ୍ଲାରେ କରୋନା ସ୍ଥିତି
ଭୁବନେଶ୍ୱର–ଆଜି ଖୋର୍ଧା ଜିଲ୍ଲାରେ ୨୮୩ ଟି ନୂଆ କରୋନା ମାମଲା ସାମନାକୁ ଆସିବା ପରେ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ୪୫,୯୪୪ ହୋଇଛି । ରାଜା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଏହି ସୂଚନା ଦିଆ ଯାଇଛି ।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଆଜି ସୁଦ୍ଧା ଅନୁଗୁଳ ଜିଲ୍ଲାରେ ୬୭୮୭, ବାଲେଶ୍ୱର ଜିଲ୍ଲାରେ ୯୩୩୭, ବରଗଡ ଜିଲ୍ଲାରେ ୭୯୯୬, ଭଦ୍ରକ ଜିଲ୍ଲାରେ ୬୨୬୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା
ବଲାଙ୍ଗିର ଜିଲ୍ଲାରେ ୫୮୫୮. ବୌଦ୍ଧ ଜିଲ୍ଲାରେ ୨୩୬୮, କଟକ ଜିଲ୍ଲାରେ ୨୪,୨୮୨, ଦେବଗଡ ଜିଲ୍ଲାରେ ୯୧୦, ଢେଙ୍କାନାଳ ଜିଲ୍ଲାରେ ୪୬୨୮. ଗଜପତି ଜିଲ୍ଲାରେ ୩୭୬୫, ଗଂଜାମ ଜିଲ୍ଲାରେ ୨୦୮୨୫ , ଜଗତସିଂହପୁର ଜିଲ୍ଲାରେ ୬୫୮୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା
ଯାଜପୁର ଜିଲ୍ଲାରେ ୧୦୧୪୨, ଝାରସୁଗୁଡା ଜିଲ୍ଲାରେ ୫୭୭୩, କଳାହାଣ୍ଡି ଜିଲ୍ଲାରେ ୪୫୩୦, କନ୍ଧମାଳ ୫୩୫୪, କେନ୍ଦ୍ରାପଡା ଜିଲ୍ଲାରେ ୬୭୪୮, କେନ୍ଦୁଝର ଜିଲ୍ଲାରେ ୫୫୩୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା
କୋରାପୁଟ ଜିଲ୍ଲାରେ ୬୯୧୦ , ମାଲକାନଗିରି ଜିଲ୍ଲାରେ ୪୪୫୩, ମୟୁରଭଂଜ ଜିଲ୍ଲାରେ ୧୦୨୫୨. ନବରଙ୍ଗପୁର ଜିଲ୍ଲାରେ ୪୭୩୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ନୟାଗଡ ଜିଲ୍ଲାରେ ୫୬୦୪, ନୂଆପଡା ଜିଲ୍ଲାରେ ୪୭୬୫ , ପୁରୀ ଜିଲ୍ଲାରେ ୧୧,୭୭୧, ରାୟଗଡା ଜିଲ୍ଲାରେ ୭୯୧୫. ସମ୍ବଲପୁର ଜିଲ୍ଲାରେ ୭୫୨୧ . ସୁବର୍ଣପୁର ଜିଲ୍ଲାରେ ୪୦୯୦ ଓ ସୁନ୍ଦରଗଡ ଜିଲ୍ଲାରେ ୯୭୪୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟପୁଲରେ ଆକ୍ରାନ୍ତଙ୍କ ସଂଖ୍ୟା ବଢି ୬୯୬୪ ହୋଇଛି ।
———