ଗଞ୍ଜାମ– ପାର୍ବଣର ଋତୁ ଦଶହରା ଅବସରରେ ପୂଜା ପାଇଁ ଚାନ୍ଦା ଓ ଦଶହରା ବକ୍ସିସ୍ ଆଦାୟକୁ ଆଦୌ ବରଦାସ୍ତ କରାଯିବ ନାହିଁ । ଏହା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ପୋଲିସ । ଏହି ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି ପିନାକ ମିଶ୍ର । ଚଳିତ ବର୍ଷ ଦଶହରା, କୁମାରପୂର୍ଣ୍ଣିମା ପାଇଁ ଅପରାଧ ଓ ଅପରାଧୀଙ୍କୁ ଦମନ ସକାଶେ ବ୍ଲୁ ପ୍ରିଂଟ ପ୍ରସ୍ତୁତ କରାଯାଇଥିବା ସମ୍ପର୍କରେ ଏଏସପି ପ୍ରଶାନ୍ତ ମିଶ୍ର ସୂଚନା ଦେଇଛନ୍ତି ।
Related Stories
November 23, 2024