-
ରାଜ୍ୟରେ ବିଭିନ୍ନ ଜିଲ୍ଲାରେ କରୋନା ସ୍ଥିତି
ଭୁବନେଶ୍ୱର–ଆଜି ଖୋର୍ଧା ଜିଲ୍ଲାରେ ୨୫୯ ଟି ନୂଆ କରୋନା ମାମଲା ସାମନାକୁ ଆସିବା ପରେ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ୪୫,୬୬୧ ହୋଇଛି । ରାଜା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଏହି ସୂଚନା ଦିଆ ଯାଇଛି ।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଆଜି ସୁଦ୍ଧା ଅନୁଗୁଳ ଜିଲ୍ଲାରେ ୬୬୫୮, ବାଲେଶ୍ୱର ଜିଲ୍ଲାରେ ୯୨୬୮, ବରଗଡ ଜିଲ୍ଲାରେ ୭୯୧୯, ଭଦ୍ରକ ଜିଲ୍ଲାରେ ୬୨୨୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା
ବଲାଙ୍ଗିର ଜିଲ୍ଲାରେ ୫୭୮୭. ବୌଦ୍ଧ ଜିଲ୍ଲାରେ ୨୩୫୬, କଟକ ଜିଲ୍ଲାରେ ୨୪,୧୩୨, ଦେବଗଡ ଜିଲ୍ଲାରେ ୮୯୦, ଢେଙ୍କାନାଳ ଜିଲ୍ଲାରେ ୪୫୯୦. ଗଜପତି ଜିଲ୍ଲାରେ ୩୭୫୯, ଗଂଜାମ ଜିଲ୍ଲାରେ ୨୦୭୭୯ , ଜଗତସିଂହପୁର ଜିଲ୍ଲାରେ ୬୫୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା
ଯାଜପୁର ଜିଲ୍ଲାରେ ୧୦୦୬୯, ଝାରସୁଗୁଡା ଜିଲ୍ଲାରେ ୫୭୩୦, କଳାହାଣ୍ଡି ଜିଲ୍ଲାରେ ୪୪୬୧, କନ୍ଧମାଳ ୫୩୨୩, କେନ୍ଦ୍ରାପଡା ଜିଲ୍ଲାରେ ୬୬୮୭, କେନ୍ଦୁଝର ଜିଲ୍ଲାରେ ୫୪୮୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା
କୋରାପୁଟ ଜିଲ୍ଲାରେ ୬୮୬୯ , ମାଲକାନଗିରି ଜିଲ୍ଲାରେ ୪୪୩୩, ମୟୁରଭଂଜ ଜିଲ୍ଲାରେ ୧୦୧୪୧. ନବରଙ୍ଗପୁର ଜିଲ୍ଲାରେ ୪୬୭୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ନୟାଗଡ ଜିଲ୍ଲାରେ ୫୫୬୪, ନୂଆପଡା ଜିଲ୍ଲାରେ ୪୬୭୫ , ପୁରୀ ଜିଲ୍ଲାରେ ୧୧,୭୪୧, ରାୟଗଡା ଜିଲ୍ଲାରେ ୭୮୯୧. ସମ୍ବଲପୁର ଜିଲ୍ଲାରେ ୭୪୬୯ . ସୁବର୍ଣପୁର ଜିଲ୍ଲାରେ ୪୦୨୨ ଓ ସୁନ୍ଦରଗଡ ଜିଲ୍ଲାରେ ୯୬୪୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟପୁଲରେ ଆକ୍ରାନ୍ତଙ୍କ ସଂଖ୍ୟା ବଢି ୬୯୦୮ ହୋଇଛି ।