ଓଡିଶା ଡ. କଲାମଙ୍କୁ ସ୍ମରଣ କଲେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ desk October 15, 2020 ନୂଆଦିଲ୍ଲୀ। ପୂର୍ବତନ ରାଷ୍ଟ୍ରପତି ଡ. ଏପିଜେ ଅବଦୁଲ କଲାମଙ୍କୁ ତାଙ୍କର ଜୟନ୍ତୀରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ସ୍ମରଣ କରିଛନ୍ତି । ସେ କହିଛନ୍ତି ଯେ ସେ ଜଣେ ଦୂରଦ୍ରଷ୍ଟା ନେଚା ତଥା ଭାରତର ମହାକାଶ ଓ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମର ପ୍ରଣେତା ଥିଲେ । ସେ ଭାରତକୁ ଏକ ଶକ୍ତିଶାଳୀ ଓ ଆତ୍ନନିର୍ଭର ଭାରତ ରୂପେ ଦେଖିବାକୁ ଚାହୁଁଥିଲେ । Tags: Amit shah Continue Reading Previous: ଗୋଟିଏ ଦିନରେ ୨୪୭୦ କରୋନା ଆକ୍ରାନ୍ତ ଚିହ୍ନଟ Next: ନୂଆଗୁଡା ଗାଁ କୁ ରାସ୍ତା ନିର୍ମାଣ ପାଇଁ ଜାଗା ଚିନ୍ହଟ କଲା ପ୍ରଶାସନ Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Related Stories ଓସେପା ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ବ୍ୟବହାରିକ ଦକ୍ଷତା ପ୍ରଶିକ୍ଷଣ ଆୟୋଜିତ 1 min read ଓଡିଶା ଓସେପା ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ବ୍ୟବହାରିକ ଦକ୍ଷତା ପ୍ରଶିକ୍ଷଣ ଆୟୋଜିତ December 19, 2025 ଭଞ୍ଜକଳା ମଣ୍ଡପରେ ଆରମ୍ଭ ହେଲା ଜାତୀୟ କଣ୍ଢେଇ ନାଟ ଉତ୍ସବ ଓଡିଶା ଭଞ୍ଜକଳା ମଣ୍ଡପରେ ଆରମ୍ଭ ହେଲା ଜାତୀୟ କଣ୍ଢେଇ ନାଟ ଉତ୍ସବ December 19, 2025 ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବଙ୍କ କ୍ଷେତ୍ର ପରିଦର୍ଶନ ଏବଂ ସମୀକ୍ଷା ଓଡିଶା ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବଙ୍କ କ୍ଷେତ୍ର ପରିଦର୍ଶନ ଏବଂ ସମୀକ୍ଷା December 19, 2025