-
ରାଜ୍ୟରେ ବିଭିନ୍ନ ଜିଲ୍ଲାରେ କରୋନା ସ୍ଥିତି
ଭୁବନେଶ୍ୱର–ଆଜି ଖୋର୍ଧା ଜିଲ୍ଲାରେ ୩୬୮ ଟି ନୂଆ କରୋନା ମାମଲା ସାମନାକୁ ଆସିବା ପରେ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ୪୫,୦୪୧ ହୋଇଛି । ରାଜା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଏହି ସୂଚନା ଦିଆ ଯାଇଛି ।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଆଜି ସୁଦ୍ଧା ଅନୁଗୁଳ ଜିଲ୍ଲାରେ ୬୪୦୦, ବାଲେଶ୍ୱର ଜିଲ୍ଲାରେ ୯୧୦୭, ବରଗଡ ଜିଲ୍ଲାରେ ୭୭୬୬, ଭଦ୍ରକ ଜିଲ୍ଲାରେ ୬୧୬୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା
ବଲାଙ୍ଗିର ଜିଲ୍ଲାରେ ୫୬୩୭. ବୌଦ୍ଧ ଜିଲ୍ଲାରେ ୨୩୦୩, କଟକ ଜିଲ୍ଲାରେ ୨୩,୮୦୧, ଦେବଗଡ ଜିଲ୍ଲାରେ ୮୮୧, ଢେଙ୍କାନାଳ ଜିଲ୍ଲାରେ ୪୫୧୯. ଗଜପତି ଜିଲ୍ଲାରେ ୩୭୪୪, ଗଂଜାମ ଜିଲ୍ଲାରେ ୨୦୭୬୧ , ଜଗତସିଂହପୁର ଜିଲ୍ଲାରେ ୬୩୭୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା
ଯାଜପୁର ଜିଲ୍ଲାରେ ୯୮୮୫, ଝାରସୁଗୁଡା ଜିଲ୍ଲାରେ ୫୬୦୪, କଳାହାଣ୍ଡି ଜିଲ୍ଲାରେ ୪୩୧୬, କନ୍ଧମାଳ ୫୨୬୫, କେନ୍ଦ୍ରାପଡା ଜିଲ୍ଲାରେ ୬୫୩୩, କେନ୍ଦୁଝର ଜିଲ୍ଲାରେ ୫୩୬୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା
କୋରାପୁଟ ଜିଲ୍ଲାରେ ୬୮୦୨ , ମାଲକାନଗିରି ଜିଲ୍ଲାରେ ୪୩୪୦, ମୟୁରଭଂଜ ଜିଲ୍ଲାରେ ୯୯୦୩. ନବରଙ୍ଗପୁର ଜିଲ୍ଲାରେ ୪୬୦୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ନୟାଗଡ ଜିଲ୍ଲାରେ ୫୫୧୩, ନୂଆପଡା ଜିଲ୍ଲାରେ ୪୫୨୬ , ପୁରୀ ଜିଲ୍ଲାରେ ୧୧,୫୯୧, ରାୟଗଡା ଜିଲ୍ଲାରେ ୭୮୫୨. ସମ୍ବଲପୁର ଜିଲ୍ଲାରେ ୭୩୭୯ . ସୁବର୍ଣପୁର ଜିଲ୍ଲାରେ ୩୮୭୨ ଓ ସୁନ୍ଦରଗଡ ଜିଲ୍ଲାରେ ୯୩୬୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟପୁଲରେ ଆକ୍ରାନ୍ତଙ୍କ ସଂଖ୍ୟା ବଢି ୬୭୯୬ ହୋଇଛି ।