-
ଜ୍ୟରେ ବିଭିନ୍ନ ଜିଲ୍ଲାରେ କରୋନା ସ୍ଥିତି
ଭୁବନେଶ୍ୱର–ଆଜି ଖୋର୍ଧା ଜିଲ୍ଲାରେ ୩୮୫ ଟି ନୂଆ କରୋନା ମାମଲା ସାମନାକୁ ଆସିବା ପରେ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ୪୪,୬୭୩ ହୋଇଛି । ରାଜା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଏହି ସୂଚନା ଦିଆ ଯାଇଛି ।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଆଜି ସୁଦ୍ଧା ଅନୁଗୁଳ ଜିଲ୍ଲାରେ ୬୨୩୦, ବାଲେଶ୍ୱର ଜିଲ୍ଲାରେ ୯୦୦୧, ବରଗଡ ଜିଲ୍ଲାରେ ୭୬୯୭, ଭଦ୍ରକ ଜିଲ୍ଲାରେ ୬୦୯୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା
ବଲାଙ୍ଗିର ଜିଲ୍ଲାରେ ୫୫୪୬. ବୌଦ୍ଧ ଜିଲ୍ଲାରେ ୨୨୩୩, କଟକ ଜିଲ୍ଲାରେ ୨୩,୬୧୫, ଦେବଗଡ ଜିଲ୍ଲାରେ ୮୬୯, ଢେଙ୍କାନାଳ ଜିଲ୍ଲାରେ ୪୪୬୯. ଗଜପତି ଜିଲ୍ଲାରେ ୩୭୩୫, ଗଂଜାମ ଜିଲ୍ଲାରେ ୨୦୭୨୫ , ଜଗତସିଂହପୁର ଜିଲ୍ଲାରେ ୬୩୦୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା
ଯାଜପୁର ଜିଲ୍ଲାରେ ୯୮୧୩, ଝାରସୁଗୁଡା ଜିଲ୍ଲାରେ ୫୫୫୦, କଳାହାଣ୍ଡି ଜିଲ୍ଲାରେ ୪୨୬୧, କନ୍ଧମାଳ ୫୨୨୩, କେନ୍ଦ୍ରାପଡା ଜିଲ୍ଲାରେ ୬୪୪୬, କେନ୍ଦୁଝର ଜିଲ୍ଲାରେ ୫୩୨୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା
କୋରାପୁଟ ଜିଲ୍ଲାରେ ୬୭୭୦ , ମାଲକାନଗିରି ଜିଲ୍ଲାରେ ୪୩୧୦, ମୟୁରଭଂଜ ଜିଲ୍ଲାରେ ୯୭୬୯. ନବରଙ୍ଗପୁର ଜିଲ୍ଲାରେ ୪୫୪୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ନୟାଗଡ ଜିଲ୍ଲାରେ ୫୯୪୦, ନୂଆପଡା ଜିଲ୍ଲାରେ ୪୪୪୧ , ପୁରୀ ଜିଲ୍ଲାରେ ୧୧,୫୦୪, ରାୟଗଡା ଜିଲ୍ଲାରେ ୭୮୨୧. ସମ୍ବଲପୁର ଜିଲ୍ଲାରେ ୭୩୨୫ . ସୁବର୍ଣପୁର ଜିଲ୍ଲାରେ ୩୮୧୯ ଓ ସୁନ୍ଦରଗଡ ଜିଲ୍ଲାରେ ୯୨୦୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟପୁଲରେ ଆକ୍ରାନ୍ତଙ୍କ ସଂଖ୍ୟା ବଢି ୬୭୨୪ ହୋଇଛି ।