-
ରାଜ୍ୟରେ ବିଭିନ୍ନ ଜିଲ୍ଲାରେ କରୋନା ସ୍ଥିତି
ଭୁବନେଶ୍ୱର–ଆଜି ଖୋର୍ଧା ଜିଲ୍ଲାରେ ୩୫୯ ଟି ନୂଆ କରୋନା ମାମଲା ସାମନାକୁ ଆସିବା ପରେ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ୪୩,୯୨୪ ହୋଇଛି । ରାଜା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଏହି ସୂଚନା ଦିଆ ଯାଇଛି ।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଆଜି ସୁଦ୍ଧା ଅନୁଗୁଳ ଜିଲ୍ଲାରେ ୫୮୭୮, ବାଲେଶ୍ୱର ଜିଲ୍ଲାରେ ୮୭୨୬ , ବରଗଡ ଜିଲ୍ଲାରେ ୭୫୪୩, ଭଦ୍ରକ ଜିଲ୍ଲାରେ ୫୯୯୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା
ବଲାଙ୍ଗିର ଜିଲ୍ଲାରେ ୫୪୦୫. ବୌଦ୍ଧ ଜିଲ୍ଲାରେ ୨୧୮୧, କଟକ ଜିଲ୍ଲାରେ ୨୩,୨୬୨, ଦେବଗଡ ଜିଲ୍ଲାରେ ୮୪୧, ଢେଙ୍କାନାଳ ଜିଲ୍ଲାରେ ୪୪୦୯. ଗଜପତି ଜିଲ୍ଲାରେ ୩୭୨୧, ଗଂଜାମ ଜିଲ୍ଲାରେ ୨୦୬୬୦ , ଜଗତସିଂହପୁର ଜିଲ୍ଲାରେ ୬୧୭୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା
ଯାଜପୁର ଜିଲ୍ଲାରେ ୯୬୧୮, ଝାରସୁଗୁଡା ଜିଲ୍ଲାରେ ୫୩୯୩, କଳାହାଣ୍ଡି ଜିଲ୍ଲାରେ ୪୧୨୧, କନ୍ଧମାଳ ୫୧୩୫, କେନ୍ଦ୍ରାପଡା ଜିଲ୍ଲାରେ ୬୩୦୮, କେନ୍ଦୁଝର ଜିଲ୍ଲାରେ ୫୨୩୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା
କୋରାପୁଟ ଜିଲ୍ଲାରେ ୬୭୦୦ , ମାଲକାନଗିରି ଜିଲ୍ଲାରେ ୪୨୦୦, ମୟୁରଭଂଜ ଜିଲ୍ଲାରେ ୯୫୩୭. ନବରଙ୍ଗପୁର ଜିଲ୍ଲାରେ ୪୪୪୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ନୟାଗଡ ଜିଲ୍ଲାରେ ୫୪୨୪, ନୂଆପଡା ଜିଲ୍ଲାରେ ୪୨୨୭ , ପୁରୀ ଜିଲ୍ଲାରେ ୧୧,୩୮୪, ରାୟଗଡା ଜିଲ୍ଲାରେ ୭୭୬୭. ସମ୍ବଲପୁର ଜିଲ୍ଲାରେ ୭୨୨୦ . ସୁବର୍ଣପୁର ଜିଲ୍ଲାରେ ୩୭୨୫ ଓ ସୁନ୍ଦରଗଡ ଜିଲ୍ଲାରେ ୮୮୭୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟପୁଲରେ ଆକ୍ରାନ୍ତଙ୍କ ସଂଖ୍ୟା ବଢି ୬୫୮୩ ହୋଇଛି ।