
-
ରାଜ୍ୟରେ ବିଭିନ୍ନ ଜିଲ୍ଲାରେ କରୋନା ସ୍ଥିତି
ଭୁବନେଶ୍ୱର –ଆଜି ଖୋର୍ଧା ଜିଲ୍ଲାରେ ୩୯୩ ଟି ନୂଆ କରୋନା ମାମଲା ସାମନାକୁ ଆସିବା ପରେ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ୪୩,୧୫୫ ହୋଇଛି । ରାଜା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଏହି ସୂଚନା ଦିଆ ଯାଇଛି ।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଆଜି ସୁଦ୍ଧା ଅନୁଗୁଳ ଜିଲ୍ଲାରେ ୫୪୪୧, ବାଲେଶ୍ୱର ଜିଲ୍ଲାରେ ୮୫୮୧ , ବରଗଡ ଜିଲ୍ଲାରେ ୭୨୫୨, ଭଦ୍ରକ ଜିଲ୍ଲାରେ ୫୮୯୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା
ବଲାଙ୍ଗିର ଜିଲ୍ଲାରେ ୫୨୨୭. ବୌଦ୍ଧ ଜିଲ୍ଲାରେ ୨୧୩୪, କଟକ ଜିଲ୍ଲାରେ ୨୩,୦୧୦, ଦେବଗଡ ଜିଲ୍ଲାରେ ୮୧୦, ଢେଙ୍କାନାଳ ଜିଲ୍ଲାରେ ୪୩୧୮. ଗଜପତି ଜିଲ୍ଲାରେ ୩୭୦୪, ଗଂଜାମ ଜିଲ୍ଲାରେ ୨୦୫୮୯ , ଜଗତସିଂହପୁର ଜିଲ୍ଲାରେ ୬୦୦୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା
ଯାଜପୁର ଜିଲ୍ଲାରେ ୯୪୩୧, ଝାରସୁଗୁଡା ଜିଲ୍ଲାରେ ୫୨୭୦, କଳାହାଣ୍ଡି ଜିଲ୍ଲାରେ ୩୯୮୯, କନ୍ଧମାଳ ୫୦୫୧, କେନ୍ଦ୍ରାପଡା ଜିଲ୍ଲାରେ ୬୧୬୦, କେନ୍ଦୁଝର ଜିଲ୍ଲାରେ ୫୧୨୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା
କୋରାପୁଟ ଜିଲ୍ଲାରେ ୬୬୦୪ , ମାଲକାନଗିରି ଜିଲ୍ଲାରେ ୪୧୨୫, ମୟୁରଭଂଜ ଜିଲ୍ଲାରେ ୯୨୮୯. ନବରଙ୍ଗପୁର ଜିଲ୍ଲାରେ ୪୩୫୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ନୟାଗଡ ଜିଲ୍ଲାରେ ୫୩୩୬, ନୂଆପଡା ଜିଲ୍ଲାରେ ୪୧୨୬ , ପୁରୀ ଜିଲ୍ଲାରେ ୧୧,୨୪୧, ରାୟଗଡା ଜିଲ୍ଲାରେ ୭୭୩୬. ସମ୍ବଲପୁର ଜିଲ୍ଲାରେ ୭୦୭୬ . ସୁବର୍ଣପୁର ଜିଲ୍ଲାରେ ୩୬୨୪ ଓ ସୁନ୍ଦରଗଡ ଜିଲ୍ଲାରେ ୮୫୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟପୁଲରେ ଆକ୍ରାନ୍ତଙ୍କ ସଂଖ୍ୟା ବଢି ୬୪୨୨ ହୋଇଛି ।