କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ,୦୪/୧୦/୨୦୨୦,ହୋପ ଇଜ ଲାଇଫ ଚ୍ଯାରିଟେବଲ ଟ୍ରଷ୍ଟ ପକ୍ଷରୁ ଅବକାଶଲେନ ମଙ୍ଗଳା ମଣ୍ଡପ ଠାରେ ଆଜି ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା |ହୋପ ଇଜ ଲାଇଫ ଅନୁଷ୍ଠାନର ସଦସ୍ୟ ଗଦାଧର ସାହୁ, ମାନସ ମହାନ୍ତି, ମନୋଜ ମହାନ୍ତି, ଉମାକାନ୍ତ ଦଳେଇ, ନବକିଶୋର ସାହୁ, ରଜନୀକାନ୍ତ ପଟ୍ଟନାୟକ, ଗିରିଷ ନନ୍ଦ,ରାମକୃଷ୍ଣ ପାତ୍ର,ସସ୍ମିତା ଘୋଷ,ସଂଘମିତ୍ରା ସାହୁ, ସୁନିତା ପଣ୍ଡା, ଶୋଭମାଣି ଦେବୀ, ଲାଷ୍ମୀପ୍ରିୟା ବାରିକ, ସୁଜାତା ଦାସ, ମନୀଷା ପାହାଡି, ମନୋରଞ୍ଜନ ଘୋଷ, ଦିବାକର ଦଳେଇ, ନିରଞ୍ଜନ ବେହେରା, ଅଭିଷେକ ବେହେରା, ଆଶିଷ ଦାସ, ସୁବ୍ରତ ବିଶୋଇ, ହରୀକୃଷ ରେଡି, ରାଜା ରେଡି, ଭବାନୀ ସେଠୀ, ରଞ୍ଜନ ସାମନ୍ତ ସିଂହାର ,ବିଦୁଭୂଷଣ ମଙ୍ଗରାଜ,ଅରକ୍ଷିତ ବେହେରା ,ଲୋକନାଥ ସାହୁ, ବସନ୍ତ ବାରିକ , ଦିଲୀପ ତ୍ରିପାଠୀ ,ବିଶ୍ଵମୋହନ ମିଶ୍ର,ଦିନଭଞ୍ଜନ ପଣ୍ଡା,ସୁରେଶ ନନ୍ଦ ଓ ଆହୁରି ଅନେକ ସଦସ୍ୟ ସଦସ୍ୟା ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ ରୂପାୟନ ଦେଇଥିଲେ ।
ଆଜିର ଏହି ଶିବିରରେ ମୋଟ ୫୭ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ HDFC ବ୍ୟାଙ୍କ ସହଯୋଗ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଭବାନୀ ପ୍ରସାଦ ଜେନା, ବଦ୍ରୀ ମିଶ୍ର ଓ ଶ୍ୟାମପ୍ରକାଶ ସେନାପତି,ରବିନାରାୟଣ ମିଶ୍ର, ସଂଗ୍ରାମ କେଶରୀ ମିଶ୍ର,ମମତା ଦାସ, ପ୍ରଭାତ ପାଣିଗ୍ରାହୀ,ଚିନ୍ମୟ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ|