-
ରାଜ୍ୟରେ ବିଭିନ୍ନ ଜିଲ୍ଲାରେ କରୋନା ସ୍ଥିତି
ଭୁବନେଶ୍ୱର–ଆଜି ଖୋର୍ଧା ଜିଲ୍ଲାରେ ୬୩୮ ଟି ନୂଆ କରୋନା ମାମଲା ସାମନାକୁ ଆସିବା ପରେ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ୪୦,୧୯୬ ହୋଇଛି । ରାଜା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଏହି ସୂଚନା ଦିଆ ଯାଇଛି ।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଆଜି ସୁଦ୍ଧା ଅନୁଗୁଳ ଜିଲ୍ଲାରେ ୪୬୯୨, ବାଲେଶ୍ୱର ଜିଲ୍ଲାରେ ୮୦୦୮ , ବରଗଡ ଜିଲ୍ଲାରେ ୬୭୬୮, ଭଦ୍ରକ ଜିଲ୍ଲାରେ ୫୪୯୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା
ବଲାଙ୍ଗିର ଜିଲ୍ଲାରେ ୪୬୮୬. ବୌଦ୍ଧ ଜିଲ୍ଲାରେ ୨୦୨୦, କଟକ ଜିଲ୍ଲାରେ ୨୧,୭୭୩, ଦେବଗଡ ଜିଲ୍ଲାରେ ୬୯୯, ଢେଙ୍କାନାଳ ଜିଲ୍ଲାରେ ୩୯୭୯. ଗଜପତି ଜିଲ୍ଲାରେ ୩୬୪୩, ଗଂଜାମ ଜିଲ୍ଲାରେ ୨୦୩୩୩ , ଜଗତସିଂହପୁର ଜିଲ୍ଲାରେ ୫୬୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା
ଯାଜପୁର ଜିଲ୍ଲାରେ ୮୮୨୩, ଝାରସୁଗୁଡା ଜିଲ୍ଲାରେ ୪୮୪୬, କଳାହାଣ୍ଡି ଜିଲ୍ଲାରେ ୩୫୩୧, କନ୍ଧମାଳ ୪୭୩୭, କେନ୍ଦ୍ରାପଡା ଜିଲ୍ଲାରେ ୫୫୦୦, କେନ୍ଦୁଝର ଜିଲ୍ଲାରେ ୪୭୦୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା
କୋରାପୁଟ ଜିଲ୍ଲାରେ ୬୩୫୧ , ମାଲକାନଗିରି ଜିଲ୍ଲାରେ ୩୮୧୫, ମୟୁରଭଂଜ ଜିଲ୍ଲାରେ ୮୬୨୦. ନବରଙ୍ଗପୁର ଜିଲ୍ଲାରେ ୩୯୦୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ନୟାଗଡ ଜିଲ୍ଲାରେ ୫୦୫୮, ନୂଆପଡା ଜିଲ୍ଲାରେ ୩୪୮୫ , ପୁରୀ ଜିଲ୍ଲାରେ ୧୦,୫୯୩, ରାୟଗଡା ଜିଲ୍ଲାରେ ୭୨୬୧. ସମ୍ବଲପୁର ଜିଲ୍ଲାରେ ୬୪୧୧ . ସୁବର୍ଣପୁର ଜିଲ୍ଲାରେ ୩୨୧୧ ଓ ସୁନ୍ଦରଗଡ ଜିଲ୍ଲାରେ ୭୮୬୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ରାଜ୍ୟପୁଲରେ ଆକ୍ରାନ୍ତଙ୍କ ସଂଖ୍ୟା ବଢି ୫୭୧୬ ହୋଇଛି ।