
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ, ଆସନ୍ତାକାଲି ସାହିଭାଇ ଅନୁଷ୍ଠାନ ର “ସଂକଳ୍ପ “ସପ୍ତାହ ର ପ୍ରଥମ ଦିନ ଅବସରରେ ସାହିଭାଇ ଅନୁଷ୍ଠାନ ତରଫରୁ ଏହି ଦିନଟିକୁ ପୁଜ୍ୟପୁଜାଙ୍କ ସମ୍ମାନ ଓ ସୁରକ୍ଷା ଉଦେଶ୍ଯରେ ସମର୍ପିତ କରାଯାଇଛି । ଏହି କାର୍ଯ୍ୟକ୍ରମ ଆସନ୍ତା କାଲି ଅପରାହ୍ନ ୪ ଘଟିକା ସମୟରେ ପୁରୀ ପୌରସଂସ୍ଥା କାର୍ଯ୍ୟାଳୟ ସ୍ଥିତ ଜାତିର ପିତା “ମହାତ୍ମା ଗାନ୍ଧୀ” ଙ୍କ ପ୍ରତିମୂର୍ତ୍ତି ନିକଟରୁ ଆରମ୍ଭ କରାଯିବ ।
ସମ୍ପୁର୍ଣ୍ଣ ସାମାଜିକ ଦୂରତା ମାସ୍କ ବ୍ୟବହାର କରି କୋରାନା କଟକଣା କୁ ପାଳନ କରାଯାଇ ଏହି ସଂକଳ୍ପ ସପ୍ତାହ କୁ ପାଳନ କରିବାକୁ ସମ୍ପାଦକ ଅନୁରୋଧ କରିଛନ୍ତି ।