
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ,ମସୁର ବାଲୁକା କଳାକାର ସୁଦାମ ପ୍ରଧାନ ଜୀ ଆଜି ସନ୍ଧ୍ୟାରେ ରାଷ୍ଟ୍ରପିତା ମହାତ୍ମାଗାନ୍ଧୀ ଜୀଙ୍କ ଜୟନ୍ତୀ ର ପୂର୍ଵ ସନ୍ଧ୍ୟାରେ ବାଲୁକା କଳାରେ ଆନିମେସନ ବନାଇ ଭାବଭିନୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି |ସୁଦାମ ଜୀ ଗାନ୍ଧିଜୀଙ୍କ ଓଡିଶା ଗ୍ରସ୍ତ ସମୟରେ ପୁରୀ ଜଗନ୍ନାଥ ଧାମ ରେ ମହାପ୍ରଭୁ ଜଗନ୍ନାଥଙ୍କ ଶ୍ରୀମନ୍ଦିରକୁ ଗାନ୍ଧିଜୀ ଯିବା ସମୟର ଚିତ୍ରକୁ ଦର୍ଶାଇ ଛନ୍ତି |ସୂଚନା ଅନୁସାରେ ଗାନ୍ଧିଜୀ ଙ୍କୁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ ପାଇଁ ଅନୁମତି ନଥିଲା |ବାହାରୁ ଗାନ୍ଧିଜୀ ଶ୍ରୀମନ୍ଦିର ପରିକ୍ରମାର ଦୃଶ୍ୟ କୁ ଅତି ସୁନ୍ଦର ଭାବରେ ସୁଦାମ ଜୀ ନିଜର ବାଲୁକା କଳା ମାଧ୍ୟମରେ ଦର୍ଶାଇ ପୁରୁଣା ଇତିହାସକୁ ତାଜା କରିଛନ୍ତି |