କେନ୍ଦ୍ରାପଡ଼ା – କେନ୍ଦ୍ରାପଡା ଅଦାଲତ ପରିସରରେ କାର୍ଯ୍ୟରତ ଜଣେ ମୋହରୀର ଉଚ୍ଚ ରକ୍ତଚାପରେ ଚେତା ହରାଇ ଅସୁସ୍ଥ ହୋଇପଡିଥିବା ଜଣାପଡିଛି । ଗୁରୁବାର ମଧ୍ୟାହ୍ନରେ ମୋହରୀର ବିଭୁପ୍ରସାଦ ପାତ୍ର ଅଦାଲତରେ ମାମଲା ସମ୍ବନ୍ଧରେ ମୋହରୀର କାର୍ଯ୍ୟ କରୁଥିବା ସମୟରେ ହଠାତ୍ ଅଚେତ୍ ହୋଇ ପଡିଥିଲେ । ତାଙ୍କୁ ତୁରନ୍ତ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟକୁ ନେଇ ଚିକିତ୍ସା କରାଯାଉଥିଲା । ଉପସ୍ଥିତ ଥିବା ଆଇନ୍ଜିବୀମାନେ ତାଙ୍କୁ ତୁରନ୍ତ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟକୁ ନେଇ ଚିକିତ୍ସା କରାଯାଉଥିବା ଜଣାପଡିଛି ।