-
ରାଜ୍ୟରେ ବିଭିନ୍ନ ଜିଲ୍ଲାରେ କରୋନା ସ୍ଥିତି
ଭୁବନେଶ୍ୱର– ଆଜି ଖୋର୍ଧା ଜିଲ୍ଲାରେ ୬୦୧ ଟି ନୂଆ କରୋନା ମାମଲା ସାମନାକୁ ଆସିବା ପରେ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ୩୭,୫୬୦ ହୋଇଛି । ରାଜା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଏହି ସୂଚନା ଦିଆ ଯାଇଛି ।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଆଜି ସୁଦ୍ଧା ଅନୁଗୁଳ ଜିଲ୍ଲାରେ ୪୨୨୧, ବାଲେଶ୍ୱର ଜିଲ୍ଲାରେ ୭୫୯୮ , ବରଗଡ ଜିଲ୍ଲାରେ ୬୩୮୪, ଭଦ୍ରକ ଜିଲ୍ଲାରେ ୫୨୪୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା
ବଲାଙ୍ଗିର ଜିଲ୍ଲାରେ ୪୩୦୮. ବୌଦ୍ଧ ଜିଲ୍ଲାରେ ୧୮୭୧, କଟକ ଜିଲ୍ଲାରେ ୨୦,୫୨୦, ଦେବଗଡ ଜିଲ୍ଲାରେ ୬୩୯, ଢେଙ୍କାନାଳ ଜିଲ୍ଲାରେ ୩୭୩୬. ଗଜପତି ଜିଲ୍ଲାରେ ୩୫୫୫, ଗଂଜାମ ଜିଲ୍ଲାରେ ୨୦୧୫୧ , ଜଗତସିଂହପୁର ଜିଲ୍ଲାରେ ୫୩୦୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା
ଯାଜପୁର ଜିଲ୍ଲାରେ ୮୨୮୨, ଝାରସୁଗୁଡା ଜିଲ୍ଲାରେ ୪୪୬୪, କଳାହାଣ୍ଡି ଜିଲ୍ଲାରେ ୩୨୫୬, କନ୍ଧମାଳ ୪୪୮୯, କେନ୍ଦ୍ରାପଡା ଜିଲ୍ଲାରେ ୪୨୫୧, କେନ୍ଦୁଝର ଜିଲ୍ଲାରେ ୪୨୫୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା
କୋରାପୁଟ ଜିଲ୍ଲାରେ ୬୧୪୯ , ମାଲକାନଗିରି ଜିଲ୍ଲାରେ ୩୫୬୫, ମୟୁରଭଂଜ ଜିଲ୍ଲାରେ ୮୦୫୭. ନବରଙ୍ଗପୁର ଜିଲ୍ଲାରେ ୩୬୫୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ନୟାଗଡ ଜିଲ୍ଲାରେ ୪୭୯୨, ନୂଆପଡା ଜିଲ୍ଲାରେ ୩୧୩୨ , ପୁରୀ ଜିଲ୍ଲାରେ ୧୦,୦୧୪, ରାୟଗଡା ଜିଲ୍ଲାରେ ୭୪୬୧. ସମ୍ବଲପୁର ଜିଲ୍ଲାରେ ୫୯୮୨ . ସୁବର୍ଣପୁର ଜିଲ୍ଲାରେ ୨୯୦୪ ଓ ସୁନ୍ଦରଗଡ ଜିଲ୍ଲାରେ ୭୫୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ରାଜ୍ୟପୁଲରେ ଆକ୍ରାନ୍ତଙ୍କ ସଂଖ୍ୟା ବଢି ୫୦୨୨ ହୋଇଛି ।