-
ରାଜ୍ୟରେ ବିଭିନ୍ନ ଜିଲ୍ଲାରେ କରୋନା ସ୍ଥିତି
ଭୁବନେଶ୍ୱର– ଆଜି ଖୋର୍ଧା ଜିଲ୍ଲାରେ ୯୦୨ ଟି ନୂଆ କରୋନା ମାମଲା ସାମନାକୁ ଆସିବା ପରେ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ୩୫,୦୮୦ ହୋଇଛି । ରାଜା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଏହି ସୂଚନା ଦିଆ ଯାଇଛି ।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଆଜି ସୁଦ୍ଧା ଅନୁଗୁଳ ଜିଲ୍ଲାରେ ୩୬୧୩, ବାଲେଶ୍ୱର ଜିଲ୍ଲାରେ ୭୧୨୮ , ବରଗଡ ଜିଲ୍ଲାରେ ୫୯୧୩, ଭଦ୍ରକ ଜିଲ୍ଲାରେ ୪୯୬୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା
ବଲାଙ୍ଗିର ଜିଲ୍ଲାରେ ୩୯୩୦. ବୌଦ୍ଧ ଜିଲ୍ଲାରେ ୧୭୨୬, କଟକ ଜିଲ୍ଲାରେ ୧୯,୨୩୩, ଦେବଗଡ ଜିଲ୍ଲାରେ ୫୯୧, ଢେଙ୍କାନାଳ ଜିଲ୍ଲାରେ ୩୪୫୩. ଗଜପତି ଜିଲ୍ଲାରେ ୩୪୬୩, ଗଂଜାମ ଜିଲ୍ଲାରେ ୧୯୯୯୬ , ଜଗତସିଂହପୁର ଜିଲ୍ଲାରେ ୪୯୩୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା
ଯାଜପୁର ଜିଲ୍ଲାରେ ୭୮୭୯, ଝାରସୁଗୁଡା ଜିଲ୍ଲାରେ ୪୧୧୧, କଳାହାଣ୍ଡି ଜିଲ୍ଲାରେ ୩୦୧୧, କନ୍ଧମାଳ ୪୧୮୧, କେନ୍ଦ୍ରାପଡା ଜିଲ୍ଲାରେ ୪୬୨୯, କେନ୍ଦୁଝର ଜିଲ୍ଲାରେ ୩୭୭୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା
କୋରାପୁଟ ଜିଲ୍ଲାରେ ୫୯୧୪ , ମାଲକାନଗିରି ଜିଲ୍ଲାରେ ୩୪୨୨, ମୟୁରଭଂଜ ଜିଲ୍ଲାରେ ୭୫୦୬. ନବରଙ୍ଗପୁର ଜିଲ୍ଲାରେ ୩୩୪୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ନୟାଗଡ ଜିଲ୍ଲାରେ ୪୫୪୫, ନୂଆପଡା ଜିଲ୍ଲାରେ ୨୭୪୦ , ପୁରୀ ଜିଲ୍ଲାରେ ୯୪୪୧, ରାୟଗଡା ଜିଲ୍ଲାରେ ୭୨୪୨. ସମ୍ବଲପୁର ଜିଲ୍ଲାରେ ୫୫୧୬ . ସୁବର୍ଣପୁର ଜିଲ୍ଲାରେ ୨୬୯୮ ଓ ସୁନ୍ଦରଗଡ ଜିଲ୍ଲାରେ ୭୧୬୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ରାଜ୍ୟପୁଲରେ ଆକ୍ରାନ୍ତଙ୍କ ସଂଖ୍ୟା ବଢି ୪୨୯୫ ହୋଇଛି ।