
ଫେସବୁକ ବ୍ୟବହାର କରୁଥିବା ସମୟରେ ଦେଖିବାକୁ ପାଇଲୁ ରାକୁ ମାଲିକ୍ https://www.facebook.com/ra-
jkishor.malik.3363 ଠିକଣା -କଟକ ବର୍ତ୍ତମାନ ଠିକଣା ଓମାନ୍ ଦେଶରେ ରହିଥିବା ଯାହା ଫେସବୁକ୍ ରୁ ଜଣା ପଡ଼ୁଅଛି ।
ଏହି ଅସାମାଜିକ ବ୍ୟକ୍ତି ଜଣଙ୍କ ମା ଦୁର୍ଗା ଓ ମା ଲକ୍ଷ୍ମୀଙ୍କୁ ନେଇ ବିଭିନ୍ନ ଅସଭ୍ୟ ଓ କଟୁ ଭାଷା ଫେସବୁକ୍ ରେ ଲେଖି ସବୁଆଡେ
ପ୍ରସାର କରୁଛି, ଯାହାକି ଦୁର୍ଗାପୂଜାରେ ମା ଦୁର୍ଗାଙ୍କର ଅବିର୍ଭାବ ହେଇ ଧରାପୃଷ୍ଠକୁ ଆସିଥାନ୍ତି । ହିନ୍ଦୁ ଧର୍ମର ଲୋକମାନେ ମା
ଦୁର୍ଗାଙ୍କୁ ପୂଜା କରିଥାନ୍ତି । ଏହି ଭଳି ଏକ ଘଡିସନ୍ଧି ମୂହୁର୍ତ୍ତରେ ଏଭଳି ଅମାବନୀୟ କାର୍ଯ୍ୟ ଏହି ଭଳି ବ୍ୟକ୍ତିଙ୍କ ଠାରୁ କେବେ ଆମ ହିନ୍ଦୁ ସମାଜ ଗ୍ରହଣ କରି ପାରିବ ନାହିଁ ବା ଗ୍ରହଣୀୟ ନୁହେଁ ।
ସିଂହଦ୍ୱାର ଥାନା ଅଧୁକାରୀଙ୍କ ଜରିଆରେ ହରପ୍ରସାଦ ଦାସ, ସୁନୀଲ କୁମାର ହୋତା ଓ ଅନ୍ୟ ସଦସ୍ୟ ମାନେ ଉପସ୍ଥିତରେ ଦାବିପତ୍ର ମାନ୍ୟବର ମୂଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ପ୍ରଦାନ କରାଯାଇଛି | ଅନୁରୋଧ କରାଯାଇଛି କି ଉପରୋକ୍ତ ବିଷୟକୁ ଦୃଷ୍ଟି ଦେଇ ସମ୍ପୃକ୍ତ ବ୍ୟକ୍ତିକୁ ଗିରଫ ଏବଂ କଠୋର ଦଣ୍ଡ ବିଧାନ ପାଇଁ ନିର୍ଦ୍ଦେଶନାମା ଜାରି କଲେ ଆମେ ରୁଦ୍ରସେନା ପରିବାର ବର୍ଗ ଏବଂ ସମଗ୍ର ଓଡିଶାର ବୁଦ୍ଧିଜିବୀ, ସଂସ୍କୃତି ପ୍ରେମୀ ଆପଣଙ୍କ ନିକଟରେ ଚିର ଉପକୃତ ହେବୁ ।