ଭୁୁବନେଶ୍ୱର– ବାଲେଶ୍ୱର ବିଧାନସଭା ଉପ ନିର୍ବାଚନ ପୂର୍ବରୁ ପୂର୍ବତନ ସାଂସଦ ତଥା ବାଲେଶ୍ୱର ଜିଲ୍ଲା ବିଜେଡି ସଭାପତି ରବୀନ୍ଦ୍ର ଜେନା ତାଙ୍କର ଦଳ ଛାଡିବା ଖବରକୁ ଖଣ୍ଡନକରିଛନ୍ତି । ସେ କହିଛନ୍ତି ଏ ସମ୍ପର୍କରେ ପ୍ରସାରିତ ଖବର ଗୁଜବ ଓ ଏଥିରେ କୌଣସି ସତ୍ୟତା ନାହିଁ ।
ସେ କହିଛନ୍ତି ଯେ ଦଳ ଯାହା ନିଷ୍ପତି ନେବ ସେ ତାକୁ ଗ୍ରହଣ କରିବେ ।