-
ରାଜ୍ୟରେ ବିଭିନ୍ନ ଜିଲ୍ଲାରେ କରୋନା ସ୍ଥିତି
ଭୁବନେଶ୍ୱର– ଆଜି ଖୋର୍ଧା ଜିଲ୍ଲାରେ ୭୪୭ ଟି ନୂଆ କରୋନା ମାମଲା ସାମନାକୁ ଆସିବା ପରେ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ୩୨,୮୦୦ ହୋଇଛି । ରାଜା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଏହି ସୂଚନା ଦିଆ ଯାଇଛି ।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଆଜି ସୁଦ୍ଧା ଅନୁଗୁଳ ଜିଲ୍ଲାରେ ୩୦୬୭, ବାଲେଶ୍ୱର ଜିଲ୍ଲାରେ ୬୬୫୪, ବରଗଡ ଜିଲ୍ଲାରେ ୫୫୮୫, ଭଦ୍ରକ ଜିଲ୍ଲାରେ ୪୬୯୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା
ବଲାଙ୍ଗିର ଜିଲ୍ଲାରେ ୩୭୨୫ . ବୌଦ୍ଧ ଜିଲ୍ଲାରେ ୧୫୮୧, କଟକ ଜିଲ୍ଲାରେ ୧୭,୭୯୨, ଦେବଗଡ ଜିଲ୍ଲାରେ ୫୩୫, ଢେଙ୍କାନାଳ ଜିଲ୍ଲାରେ ୩୨୪୫. ଗଜପତି ଜିଲ୍ଲାରେ ୩୪୧୧, ଗଂଜାମ ଜିଲ୍ଲାରେ ୧୯୭୮୧ , ଜଗତସିଂହପୁର ଜିଲ୍ଲାରେ ୪୩୯୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା
ଯାଜପୁର ଜିଲ୍ଲାରେ ୭୩୫୫, ଝାରସୁଗୁଡା ଜିଲ୍ଲାରେ ୩୭୨୬, କଳାହାଣ୍ଡି ଜିଲ୍ଲାରେ ୨୭୬୬, କନ୍ଧମାଳ ୩୮୪୫, କେନ୍ଦ୍ରାପଡା ଜିଲ୍ଲାରେ ୪୨୯୧, କେନ୍ଦୁଝର ଜିଲ୍ଲାରେ ୩୫୪୮କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା
କୋରାପୁଟ ଜିଲ୍ଲାରେ ୫୬୮୩ , ମାଲକାନଗିରି ଜିଲ୍ଲାରେ ୩୨୯୯, ମୟୁରଭଂଜ ଜିଲ୍ଲାରେ ୭୦୭୨. ନବରଙ୍ଗପୁର ଜିଲ୍ଲାରେ ୩୦୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ନୟାଗଡ ଜିଲ୍ଲାରେ ୪୩୫୮, ନୂଆପଡା ଜିଲ୍ଲାରେ ୨୩୧୮ , ପୁରୀ ଜିଲ୍ଲାରେ ୬୯୯୮, ରାୟଗଡା ଜିଲ୍ଲାରେ ୬୯୯୮. ସମ୍ବଲପୁର ଜିଲ୍ଲାରେ ୫୧୭୪. ସୁବର୍ଣପୁର ଜିଲ୍ଲାରେ ୨୫୨୯ ଓ ସୁନ୍ଦରଗଡ ଜିଲ୍ଲାରେ ୬୮୪୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ରାଜ୍ୟପୁଲରେ ଆକ୍ରାନ୍ତଙ୍କ ସଂଖ୍ୟା ବଢି ୩୫୮୧ ହୋଇଛି ।