November 8, 2026

ଓଡିଶା

୧୧୩ ଜଣ ସଶସ୍ତ୍ର ପୋଲିସ ସବ୍ ଇନ୍ସପେକ୍ଟରଙ୍କ ଟ୍ରେନିଂ ସମ୍ପୂର୍ଣ୍ଣ କର୍ତ୍ତବ୍ୟନିଷ୍ଠା ସହିତ ଉତ୍ତମ ବ୍ୟବହାର ପୋଲିସର ଭାବମୂର୍ତ୍ତିକୁ ଉଜ୍ଜଳ କରିବାରେ ସହାୟକ...
ବଲାଙ୍ଗିର– ପବିତ୍ର ହେରା ପଞ୍ଚମୀ ଅବସରରେ ଗୁରୁବାର ବଲାଙ୍ଗୀରର ସର୍ବ ପୁରାତନ ସାଂସ୍କୃତିକ ଅନୁଷ୍ଠାନ ପଞ୍ଚମ ର ବାର୍ଷିକ ଭଜନ ସମାରୋହ ରାଧାରାଣୀ...
ଭୁବନେଶ୍ୱର- କାଲି ଶ୍ରୀ ମନ୍ଦିର ରତ୍ନଭଣ୍ଡାର ଖୋଲିବ। ରତ୍ନଭଣ୍ଡାର ଖୋଲାଯାଇ ରତ୍ନଗୁଡିକର ଗଣତି ହେବ। ଏଥିସହିତ ଏଏସଆଇ ପରାମର୍ଶ ଅନୁଯାୟୀ ରତ୍ନଭଣ୍ଡାରର ଆବଶ୍ୟକ...
ଭୁବନେଶ୍ୱର– ନନ୍ଦିଘୋଷ ରଥର ହେଲା ଦକ୍ଷିଣ ମୋଡ଼ । ଜନ୍ମଦେବୀରେ ସରି ସରି ଆସୁଛି ମହାପ୍ରଭୁଙ୍କ ଲୀଳାଖେଳା। ଦିନକ ପରେ ସୋମବାର ଶ୍ରୀଜୀଉଙ୍କ...
ଭୁବନେଶ୍ୱର– ରୁଷିଆର ସେଣ୍ଟ ପିଟର୍ସବର୍ଗ ଠାରେ ଆୟୋଜିତ ଆୟୋଜିତ ଅନ୍ତର୍ଜାତୀୟ ବାଲୁକା କଳା ଚାମ୍ପିଅନସିପରେ  ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବିଜୟୀ...
ଭୁବନେଶ୍ୱର – ଗୌରୀଶଙ୍କରରାୟଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୋସିଆଲ ମିଡିଆ ଏକ୍ସରେ ନବୀନ କହିଛନ୍ତି ଯେ,...
ଭୁବନେଶ୍ୱର – ଗୌରୀ ଶଙ୍କର ରାୟଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି...
ଭୁବନେଶ୍ୱର, ଷିଆରସେଣ୍ଟପିଟର୍ସବର୍ଗଠାରେଆୟୋଜିତଆୟୋଜିତଅନ୍ତର୍ଜାତୀୟବାଲୁକାକଳାଚାମ୍ପିଅନସିପରେ  ବିଶିଷ୍ଟବାଲୁକାଶିଳ୍ପୀ  ବିଜୟୀହୋଇସ୍ଵର୍ଣ୍ଣପଦକହାସଲକରିଥିବାରୁମୁଖ୍ୟମନ୍ତ୍ରୀଶ୍ରୀମୋହନଚରଣମାଝୀତାଙ୍କୁଅଭିନନ୍ଦନଜଣାଇଛନ୍ତି। ମୁଖ୍ୟମନ୍ତ୍ରୀକହିଛନ୍ତିଯେପଦ୍ମଶ୍ରୀ  ସୁଦର୍ଶନପଟ୍ଟନାୟକଙ୍କପ୍ରତିଭାତାଙ୍କୁବ୍ୟକ୍ତିଗତଭାବେପ୍ରତିଷ୍ଠାଦେଇଥିବାବେଳେସାରାଓଡ଼ିଶାକୁଗର୍ବିତକରିଛି।ସେଓଡ଼ିଶାରଓସାରାଦେଶରଗର୍ବଓଗୌରବ। ଅନେକଜାତୀୟଓଅନ୍ତର୍ଜାତୀୟପ୍ରତିଯୋଗିତାରେବିଜୟୀହୋଇସେବାଲୁକାକଳାରେନିଜରପରାକାଷ୍ଠାଦେଖାଇଚାଲିଛନ୍ତି।ଆଗାମୀଦିନରେସେଆହୁରିପ୍ରତିଷ୍ଠାହାସଲକରିବେବୋଲିମୁଖ୍ୟମନ୍ତ୍ରୀଆଶାପ୍ରକାଶକରିଛନ୍ତି।
ଗଞ୍ଜାମ,  ବ୍ରହ୍ମପୁର ସହରର ଲାଂଜିପଲୀ ଓଭରବ୍ରିଜ ନିକଟରେ ଗତକାଲି ରାତିରେ ଏକ ଚଳନ୍ତା କାରରେ ଅଗ୍ନିକାଣ୍ଡ ଘଟି ହୁତ୍ ହୁତ୍ ହୋଇ ଜଳିଯାଇଛି।...
error

Enjoy this blog? Please spread the word :)

Follow by Email
Instagram
Telegram