ସୋନପୁର– ମୁମ୍ବାଇରୁ କୋଲକାତାର ହାୱଡ଼ା ଫେରୁଥିବା ବାଟରେ ରାସ୍ତାରେ ଟିଳିପଡିଛନ୍ତି ଜଣେ ପ୍ରବାସୀ ଶ୍ରମିକ । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି ।...
ଓଡିଶା
ଗଞ୍ଜାମ– ଗଞ୍ଜାମ ଜିଲ୍ଲାରେ ଆଜି ଆଉ ୧୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିସହ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା...
ପୁରୀ– ରଥଯାତ୍ରା ସହିତ ଜଡ଼ିତ ଦଇତାପତି ସେବାୟତଙ୍କର କରୋନା ଟେଷ୍ଟ ନେଇ ସ୍ୱାବ୍ ସଂଗ୍ରହ ପ୍ରକ୍ରିୟା ଆଜି ପୂର୍ବାହ୍ନରୁ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଆରମ୍ଭ...
ଭୁବନେଶ୍ୱର– ଘରୋଇ ବସ ମାଲିକ ସଂଘର ସାଧାରଣ ପରିଷଦ ବୈଠକ ଆଜି ବସିବ । କେଉଁ ଦିନ ବସ୍ ଚଳାଚଳ ଆରମ୍ଭ କରାଯିବ...
ଭୁବନେଶ୍ୱର– ବୁଧବାର ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ହିଟ୍ ୱେଭ୍ ନେଇ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ...
ପୁରୀ— ରଥଯାତ୍ରା ସହିତ ଜଡ଼ିତ ଦଇତାପତି ସେବାୟତଙ୍କର କରୋନା ଟେଷ୍ଟ କରାଯିବ ଆଜି ଓ କାଲି ଦୁଇ ଦିନ ଧରି ହେବ ।...
ବ୍ରହ୍ମପୁର :ଅହରହ ପରିଶ୍ରମ କରି ମୁମ୍ବାଇ ଓ ସୁରତ ରେ ଫସି ରହିଥିବା ପ୍ରବାସୀ ଓଡିଆମାନଙ୍କୁ ନିଜ ନିଜର ଜନ୍ମଭୂମି କୁ ପଠାଇବାରେ...
ଜୟପାଟଣା– ଦିନକୁ ଦିନ ପ୍ରବାସୀମାନଙ୍କ ସମସ୍ୟା ବଢ଼ିବାରେ ଲାଗିଥିବା ବେଳେ ତଦନୁରୁପ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କରେ ରହିଥିବା ପ୍ରସୂତୀମାନଙ୍କ ପାଇଁ ସ୍ୱତନ୍ତ୍ର ଥଇଥାନ ବ୍ୟବସ୍ଥା ଓ ପର୍ଯ୍ୟାପ୍ତ ଚିକିତ୍ସାକୁ ନେଇ ଅନେକ ସମସ୍ୟା ମୁଣ୍ଡ ଟେକୁଛି । ଠିକ୍ ଏତିକି ବେଳେ ସଂଘରୋଧରେ ଥିବା ଜଣେ ପ୍ରସୂତୀ ମହିଳାଙ୍କୁ ଦାୟିତ୍ୱରେ ଥିବା ସରପଞ୍ଚ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ମାନବୀୟତାର ପରିଚୟ ଦେଇଥିବା ଘଟଣା ଏଠାରେ ବେଶ୍ ଚର୍ଚାର ବିଷୟ ହୋଇଛି । ସୂଚନାରୁ ପ୍ରକାଶ ଯେ ଗତ ସୋମବାର ଦିନ ଜୟପାଟଣା ବ୍ଳକ୍ ଅନ୍ତର୍ଗତ ପ୍ରତାପପୁର କ୍ୱାରେନ୍ଟାଇନ୍ ରେ ରହିଥିବା ପ୍ରସୂତୀ ମହିଳା ସାବିତ୍ରୀ ପରାଭୋଇ (୨୦) ସ୍ୱାମୀ ଲିଙ୍ଗ ପରାଭୋଇ ଉଭୟେ ସଂଘରୋଧ କେନ୍ଦ୍ରରେ ରହିଥିଲେ । ଠିକ୍ ରାତି ୨ଟା ବେଳେ ସାବିତ୍ରୀଙ୍କ ଗର୍ଭ ବେଦନା ଆରମ୍ଭ ହୋଇଥିଲା ସ୍ୱାମୀ ଅନନ୍ୟ ଉପାୟ ନଦେଇ କେନ୍ଦ୍ରରେ ରହିଥିବା ସରପଞ୍ଚ ନବୀନ ଧଙ୍ଗଡ଼ାମାଝୀଙ୍କୁ ଖବର କରିଥିଲେ । ସେ ପି.ଇ.ଓ. ଜିତେନ୍ଦ୍ର କୁମାର ଙ୍କୁ ଖବର ଦେବା ପରେ ତତ୍କ୍ଷଣାତ ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପହିଞ୍ଚ ସ୍ୱାସ୍ଥ୍ୟ ଅଧିକାରୀ ସୋମନାଥ ମେହେର ଙ୍କ ସାଙ୍ଗରେ ଯୋଗାଯୋଗ ରଖି ଆମ୍ପୁଲାନ୍ସ୍ ପାଇଁ ସମସ୍ତ ପ୍ରକାର ସମ୍ପର୍କ ରହି ବିଫଳ ହୋଇଥିଲେ ପରେ ଉପଲବ୍ଧ ଥିବା ଚାଳକ ବୀହିନ ଶବ ବାହକ ଗାଡ଼ିକୁ ପି.ଇ.ଓ. ନିଜେ ଡ଼୍ରାଇଭ୍ କରି କେନ୍ଦ୍ର ରେ ପହଞ୍ଚାଇ ଥିଲେ । ଡ଼ାକ୍ତର ମେହେର ମଧ୍ୟ ଭୋର ୪ଟା ବେଳେ ଏକ ସ୍କୁଟି ଯୋଗେ ଘଟଣା ସ୍ଥଳରେ ପହଞ୍ଚି ପିଡ଼ୀତାକୁ ସ୍ୱାସ୍ଥ୍ୟ ପରିକ୍ଷା କରିବା ସହିତ ଜୟପାଟଣା ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଇ ଥିଲେ । ସେଠାରେ ଏକ ସ୍ୱତନ୍ତ୍ର କୋଭିଡ଼୍ ୱାର୍ଡ଼ରେ ରଖା ଯାଇଥିଲା । ମହିଳା ଜଣକ ବର୍ତ୍ତମାନ ସୁସ୍ଥ ଥିବା ଜଣାପଡ଼ିଛି । ଜୟପାଟଣା ବ୍ଳକ୍ ରେ ୯ ଜଣ ପ୍ରସୂତୀ ରହିଥିବା ବେଳେ ସେମାନଙ୍କ ସ୍ୱାସ୍ଥ୍ୟକୁ ନେଇ ଏକ ପୂର୍ଣ୍ଣାଙ୍ଗ ବ୍ୟବସ୍ଥା କରିବା ପାଇଁ ସାଧାରଣରେ ଦାବୀ ହେଉଛି । ଅଦ୍ୟାବଧି ଜୟପାଟଣାର ମୋଟ ୫୦ଟି କେନ୍ଦ୍ରରେ ୧୮୮୪ ଜଣ ସଂଘରୋଧରେ ଥିବା ବେଳେ ୨୮୮ ଜଣ ମହିଳା ଥିବାର ଜଣାପଡ଼ିଛି । ଇତି ମଧ୍ୟରେ ସଂଘରୋଧ ସମୟ ପୂର୍ଣ୍ଣାଙ୍ଗ କରିଥିବା ୨୨୧ ଜଣଙ୍କୁ ଡ଼ିସ୍ଚାର୍ଜ କରାଯାଇଥିବା ସୂଚନା । ମୋଟ ୧୪୮ ଜଣଙ୍କ ନମୁନା ପରୀକ୍ଷା ପାଇଁ ଯାଇଥିବା ବେଳେ ୧୨୪ ଜଣଙ୍କ ନେଭେଟିଭ୍ ରିପୋର୍ଟ ପହଞ୍ଚି ସାରିଥିବା ବେଳେ ଅନ୍ୟ ୨୪ ଜଣଙ୍କ ଫଳାଫଳ ଅଦ୍ୟାବଧି ପହଞ୍ଚି ନଥିବା ଜଣାପଡ଼ିଛି ।
ଭୁବନେଶ୍ୱର । ଗତ ୨୪ ଘଂଟାରେ ରାଜ୍ୟରେ କୋବିଡ ଗାଇଡଲାଇନ ଉଲ୍ଲଂଘନକୁ ନେଇ ୬ ଟି ମାମଲା ରୁଜୁ ହୋଇଛି େ ବାଲି...
ଭୁବନେଶ୍ୱର – ବରିଷ୍ଠ ଓଡ଼ିଆ ଅଭିନେତା ବିଜୟ ମହାନ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବା ପରେ ତାଙ୍କୁ ହାଇଦ୍ରାବାଦ ସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି...
