ଗୌହାଟୀ – ପୂର୍ବୋତରରେ ସିକିମ ସହିତ ଆଠଟି ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟାରେ...
ରାଷ୍ଟ୍ରୀୟ
ନୂଆଦିଲ୍ଲୀ– କେନ୍ଦ୍ର ରେଳ ମନ୍ତ୍ରୀ ପୀୟୁଷ ଗୋୟଲ ମଙ୍ଗଳବାର ଦିନ ଆଇଆରସିଟିସି-ଏସବିଆଇ ରୁପେ କ୍ରେଡିଟ କାର୍ଡର ଶୁଭାରମ୍ଭ କରିଛନ୍ତି । ଏହି କାର୍ଡ...
ଓଡ଼ିଶା ଆଲବମ୍ ଜଗତରେ ଅପୂରଣୀୟ କ୍ଷତି – ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱର – ଲୋକପ୍ରିୟ ଆଲବମ୍ ଅଭିନେତ୍ରୀ ଦୀପା ସାହୁଙ୍କ ଦେହାନ୍ତରେ ଗଭୀର...
ନୂଆଦିଲ୍ଲୀ – ଦେଶରେ ଗତ ୨୪ଘଂଟା ମଧ୍ୟରେ ୪୯୯୩୧ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହା ସହିତ କରୋନା...
ଭୁୁବନେଶ୍ୱର: ଆପୋଲୋ ଫାର୍ମାସି ପକ୍ଷରୁଏହାରକର୍ମଚାରୀଙ୍କ ପାଇଁ ନୂଆଡିଜିଟାଲ୍ଶିକ୍ଷା ପରିଚାଳନାବ୍ୟବସ୍ଥା (ଏଲ୍ଏମ୍ଏସ୍) ‘ମାଇଁଗୁରୁକୂଳ’କୁଉନ୍ମୋଚନ କରାଯାଇଛି । ଆପୋଲୋ ଫାର୍ମାସିରକର୍ମଚାରୀମାନଙ୍କ ପାଇଁ ଆୟୋଜନ କରାଯାଇଥିବା ଏକ...
ନୂଆଦିଲ୍ଲୀ -କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଅଧୀନରେ ଜନଜାତି ବର୍ଗର ଲୋକଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରୁଥିବା ଟ୍ରାଇଫେଡ୍ ସଂସ୍ଥା ବିଭିନ୍ନ ପଦକ୍ଷେପ...
ଭୁବନେଶ୍ୱର – ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ପୁଣି ୧୦ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଏହା ଫଳରେ ...
ରାଜ୍ୟରେ ବିଭିନ୍ନ ଜିଲ୍ଲାରେ କରୋନା ସ୍ଥିତି ଭୁବନେଶ୍ୱର – ଆଜି ଗଂଜାମ ଜିଲ୍ଲାରେ ୪୮୪ କରୋନା ମାମଲା ସାମନାକୁ ଆସିବା ପରେ ଏହି...
ଭୁବନେଶ୍ୱର – ରାଜ୍ୟରେ ଆଉ ୧୩୭୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୨୫୩୮୯ ...
ନୂଆଦିଲ୍ଲୀ– ‘କାର୍ଗିଲ ବିଜୟ ଦିବସ’ ହେଉଛି ସାମରିକ ବୀରତ୍ୱ, ବୀରତ୍ୱ ଏବଂ ବଳିଦାନର ପ୍ରତୀକ ବୋଲି କହିଛନ୍ତି ଭାରତୀୟ ଜନତା ପାର୍ଟି (ବିଜେପି)...
