November 3, 2026

ରାଷ୍ଟ୍ରୀୟ

ନୂଆଦିଲ୍ଲୀ, ପ୍ରଫେସରଶଶିକୁମାରଚିତ୍ରେଙ୍କଦେହାନ୍ତରେପ୍ରଧାନମନ୍ତ୍ରୀଶ୍ରୀନରେନ୍ଦ୍ରମୋଦୀଗଭୀରଶୋକବ୍ୟକ୍ତକରିଛନ୍ତି। ଏକଟ୍ଵିଟରେପ୍ରଧାନମନ୍ତ୍ରୀକହିଛନ୍ତି, “ପ୍ରଫେସରଶଶିକୁମାରଚିତ୍ରେଙ୍କଦେହାନ୍ତଖବରଶୁଣିମୁଁମର୍ମାହତ।ଜ୍ୟୋତିର୍ବିଜ୍ଞାନତଥାସୌରବିଜ୍ଞାନକ୍ଷେତ୍ରରେତାଙ୍କରଅତୁଳନୀୟଅବଦାନପାଇଁସେସ୍ମରଣୀୟହୋଇରହିବେ।ତାଙ୍କରମୂଲ୍ୟବାନକାର୍ଯ୍ୟଗୁଡିକଆଗାମୀଦିନମାନଙ୍କରେଛାତ୍ରଛାତ୍ରୀଙ୍କୁପ୍ରେରଣାଯୋଗାଇବ।ଓମଶାନ୍ତି” ।
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀଶ୍ରୀନରେନ୍ଦ୍ରମୋଦୀଦେଶବାସୀଙ୍କୁଲୋହରିଅବସରରେଶୁଭେଚ୍ଛାଜଣାଇଛନ୍ତି।“ଲୋହରିଅବସରରେଖୁସିଏବଂଉତ୍ତମସ୍ଵାସ୍ଥ୍ୟପାଇଁଆମେପ୍ରାର୍ଥନାକରୁଛୁ। ହିବିଶେଷଉତ୍ସବସମସ୍ତଙ୍କହୃଦୟରେପ୍ରେମଓକରୁଣାଭରିଦେଉ,” ବୋଲିପ୍ରଧାନମନ୍ତ୍ରୀକହିଛନ୍ତି।
ଦିଲ୍ଲୀ,ଦିଲ୍ଲୀରେ ଗତ ୨୪ ଘଂଟାରେ ୩୫୭ ନୂଆ କରୋନାର ମାମଲା ସାମନାକୁ ଆସିଛି ।  ଏହି ସମୟ ମଧ୍ୟରେ ୧୧ ଜଣଙ୍କର ମୃତ୍ୟୁ ...
ଭୁବନେଶ୍ୱର  – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ୟାସକବି ଫକୀରମୋହନ ସେନାପତିଙ୍କ ଜୟନ୍ତୀରେ ଶ୍ରଦ୍ଧାଂଜଳି ଜଣାଇଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ –...
error

Enjoy this blog? Please spread the word :)

Follow by Email
Instagram
Telegram