November 12, 2025

ରାଷ୍ଟ୍ରୀୟ

ନୂଆଦିଲ୍ଲୀ,ଜେଇଇ ଏବଂ ଏନ୍‍ଇଇଟି ସିଲାବସ୍‍ 2021 ବର୍ଷ ଅପରିବର୍ତ୍ତିତ ରହିବ ।  ତେବେ, ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ଛାତ୍ରଛାତ୍ରୀମାନେ ଜେଇଇ ଏବଂ ଏନ୍‍ଇଇଟି ପରୀକ୍ଷାରେ ପ୍ରଶ୍ନର ଉତ୍ତର ଦେବାରେ ବିକଳ୍ପ ପାଇବେ । ଜେଇଇ ସିଲାବସ୍‍ (2021 ମେନ) ପୂର୍ବବର୍ଷ ଭଳି ସମାନ ରହିବ । କିନ୍ତୁ ଛାତ୍ରଛାତ୍ରୀମାନେ 90ଟି ପ୍ରଶ୍ନ (ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଓ ଗଣିତରେ 30 ଟି କରି) ମଧ୍ୟରୁ ଯେକୌଣସି 75ଟି ପ୍ରଶ୍ନ (ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଓ ଗଣିତରେ 25 ଟି କରି) ର ଉତ୍ତର ଦେବାର ସୁଯୋଗ ପାଇବେ । 2020 ରେ ଅନୁଷ୍ଠିତ ଜେଇଇ (ମୁଖ୍ୟ) ପରୀକ୍ଷାରେ ମୋଟ୍‍ 75ଟି ପ୍ରଶ୍ନ (ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଓ ଗଣିତରେ 25 ଟି କରି) ରହିଥିଲା ଏବଂ ଛାତ୍ରଛାତ୍ରୀମାନଙ୍କୁ ସମସ୍ତ ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିଥିଲା ।2021 ଏନ୍‍ଇଇଟି (ୟୁଜି) ପ୍ରଶ୍ନପତ୍ରର ପ୍ରକୃତ ନମୂନା ଏପର୍ଯ୍ୟନ୍ତ ଘୋଷଣା ହୋଇନାହିଁ । କିନ୍ତୁ ଦେଶର କେତେକ ବୋର୍ଡର ସିଲାବସ ହ୍ରାସକୁ ଦୃଷ୍ଟିରେ ରଖି ଏନ୍‍ଇଇଟି (ୟୁଜି) 2021 ର ପ୍ରଶ୍ନପତ୍ରରେ ଜେଇଇ (ମୁଖ୍ୟ) ଭଳି ବ୍ୟବସ୍ଥା ରହିପାରେ ।
ନୂଆଦିଲ୍ଲୀ, ଆଇଆଇଟି, ଏସପିଏ ଏବଂ ଅନ୍ୟ ସିଏଫଟିଆଇଗୁଡ଼ିକରେ ନାମ ଲେଖା ପାଇଁ ଯୁଗ୍ମ ପ୍ରବେଶିକା ପରୀକ୍ଷା -ଜେଇଇ ମେନ ଦେଉଥିବା ଛାତ୍ରଛାତ୍ରୀଙ୍କ ଲାଗି ଦ୍ୱାଦଶ ଶ୍ରେଣୀରେ 75%ରୁ ଅଧିକ...
ଦିଲ୍ଲୀ, ଦିଲ୍ଲୀରେ ଗତ ୨୪ ଘଂଟାରେ ୨୩୧ ନୂଆ କରୋନାର ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ୧୦ ଜଣଙ୍କର...
କୋଲକାତା , ପଶ୍ଚିମବଙ୍ଗ ରେ ଗତ ୨୪ ଘଂଟାରେ ୪୧୨ ନୂଆ କରୋନାର ମାମଲା ସାମନାକୁ ଆସିଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ...
ମୁମ୍ବାଇ , ମହାରାଷ୍ଟ୍ରରେ ଗତ ୨୪ ଘଂଟାରେ ୨,୨୯୪ ନୂଆ କରୋନାର ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ୫୦...
ପାଣଜୀ– କର୍ଣାଟକରେ ଏକ ସଡକ ଦୁର୍ଘଟଣାରେ ଗୁରତର ହୋଇ ଗୋଆର ଏକ ହସପିଟାଲରେ ଚିକିତ୍ସିତ ହେଉଥିବା କେନ୍ଦ୍ର ମନ୍ତ୍ରୀ ଶ୍ରୀପଦ ୟେସୋ ନାୟକଙ୍କୁ...
ନୂଆଦିଲ୍ଲୀ– ଗୁରୁ ଗୋବିନ୍ଦ ସିଂହଙ୍କ ପ୍ରକାଶ ପର୍ବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ନମନ କରିଛନ୍ତି । ସେ କହିଛନ୍ତି ତାଙ୍କର ପବିତ୍ର...
ଜୟପୁର , ରାଜସ୍ଥାନରେ ଗତ ୨୪ ଘଂଟାରେ ୨୧୩ ନୂଆ କରୋନାର ମାମଲା ସାମନାକୁ ଆସିଛି ।   ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ...
ଦିଲ୍ଲୀ– ଦିଲ୍ଲୀରେ ଗତ ୨୪ ଘଂଟାରେ ୧୬୧ ନୂଆ କରୋନାର ମାମଲା ସାମନାକୁ ଆସିଛି ।  ଏହି ସମୟ ମଧ୍ୟରେ ୮  ଜଣଙ୍କର...
ନୂଆଦିଲ୍ଲୀ- ଦେଶରେ ଗତ ୨୪ଘଂଟା ମଧ୍ୟରେ କୋବିଡ ପାଇଁ ୭,୦୯,୭୯୧ ନମୂନାର ପରୀକ୍ଷଣ କରା ଯାଇଛି । ଏହା ସହିତ ଦେଶରେ ବର୍ତମାନ...
error

Enjoy this blog? Please spread the word :)

Follow by Email
Instagram
Telegram