ନୂଆଦିଲ୍ଲୀ, ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ସ୍ମରଣ କରିଛନ୍ତି । ସେ ଟ୍ୱିଟ କରି...
ରାଷ୍ଟ୍ରୀୟ
ନୂଆଦିଲ୍ଲୀ, ଦେଶରେ ଗତ ୨୪ଘଂଟା ମଧ୍ୟରେ ୧୪,୨୫୬ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ...
ନୂଆଦିଲ୍ଲୀ,ଆମେରିକାର ଉପରାଷ୍ଟ୍ରପତି ଭାବେ ଦାୟିତ୍ଵ ଗ୍ରହଣ କରିଥିବାରୁ ଶ୍ରୀମତୀ କମଳା ହାରିସଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି । ଏକ ଟ୍ଵିଟ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, “ଉପରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଥିବାରୁ କମଳା ହାରିସଙ୍କୁ ଅଭିନନ୍ଦନ । ଏହା ଏକ ଐତିହାସିକ ଘଟଣା । ଭାରତ-ଆମେରିକା ସମ୍ପର୍କକୁ ଅଧିକ ସୁଦୃଢ କରିବା ପାଇଁ ତାଙ୍କ ସହ ମତ ବିନିମୟ କରିବାକୁ ଅପେକ୍ଷାରେ ରହିଛି । ଭାରତ-ଆମେରିକା ସହଭାଗୀତା ବିଶ୍ଵ ପାଇଁ ଲାଭଦାୟକ ଅଟେ” ।
ନୂଆଦିଲ୍ଲୀ,ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମେଘାଳୟବାସୀଙ୍କୁ ସେମାନଙ୍କ ରାଜ୍ୟ ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଛନ୍ତି ।ଏକ ଟ୍ଵିଟରେ ଶ୍ରୀ ମୋଦୀ କହିଛନ୍ତି, “ରାଜ୍ୟର ପ୍ରତିଷ୍ଠା ଦିବସରେ ମେଘାଳୟର ମୋ ଭଉଣୀ ଏବଂ ଭାଇମାନଙ୍କୁ ଶୁଭେଚ୍ଛା । ଦୟା ଏବଂ ଭାତୃତ୍ଵର ଭାବନା ପାଇଁ ଏହି ରାଜ୍ୟ ସୁପରିଚିତ । ମେଘାଳୟର ଯୁବକମାନେ ସୃଜନଶୀଳ ଏବଂ ଉଦ୍ୟୋଗୀ । ଆଶା କରୁଛି ଆଗାମୀ ଦିନରେ ରାଜ୍ୟ ତାହାର ପ୍ରଗତିରେ ନୂତନ ଶିଖର ଛୁଇଁବ ।
ନୂଆଦିଲ୍ଲୀ,କର୍ଣ୍ଣାଟକର ଶିମୋଗା ଜିଲ୍ଲାରେ ରାତିରେ ଏକ ବିସ୍ଫୋରକ ନେଇ ଯାଉଥିବା ଟ୍ରକ ବିସ୍ଫୋରଣ ମାମଲାରେ ଅନେକ ଲୋକ ହତାହତ ହେବା ନେଅ ପ୍ରଧାନମନ୍ତ୍ରୀ...
ନୂଆଦିଲ୍ଲୀ – ଦେଶରେ ଗତ ୨୪ଘଂଟା ମଧ୍ୟରେ ୧୪,୫୪୫ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ...
ରାଂଚି, ଝାରଖଣ୍ଡରେ କରୋନାର ୧୨୫ ଟି ନୂଆ ମାମଲା ସାମନାକୁ ଆସିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ...
ନୂଆଦିଲ୍ଲୀ, କରୋନା କାରଣରୁ ଆଜି ପର୍ଯ୍ୟନ୍ତ ବିଶ୍ୱବ୍ୟାପୀ ୯ କୋଟି ୭୨ ଲକ୍ଷ ୬୮ ହଜାର ୭୮୩ ଲୋକ ସଂକ୍ରମିତ ହୋଇସାରିଥିବା ବେଳେ ୨୦...
ନୂଆଦିଲ୍ଲୀ, ତ୍ତରପ୍ରଦେଶରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୬ଲକ୍ଷ ହିତାଧୀକାରୀଙ୍କ ଉଦ୍ଦେଶ୍ୟରେ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଅର୍ଥ...
ନୂଆଦିଲ୍ଲୀ,ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ପାଇଛି । ମୋଟ କରୋନା ସକ୍ର୍ରିୟ ମାମଲା 2 ଲକ୍ଷ ତଳକୁ ଅର୍ଥାତ 1,97,201କୁ ଖସି ଆସିଛି । ଏହା ମୋଟ...