November 12, 2025

ରାଷ୍ଟ୍ରୀୟ

ନୂଆଦିଲ୍ଲୀ,ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉତ୍ତରାଖଣ୍ଡ ଚମୋଲିରେ ଘଟିଥିବା ହିମସ୍ରୋତ ଜନିତ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ନିକଟ ସମ୍ପର୍କୀୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ଜାତୀୟ...
ନୂଆଦିଲ୍ଲୀ,ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଫେବୃଆରୀ 10 ତାରିଖ ଅପରାହ୍ନ 6.30ରେ ବିଶ୍ୱ ଦୀର୍ଘସ୍ଥାୟୀ ବିକାଶ ସମ୍ମିଳନୀ 2021 କୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦଘାଟନ କରିବେ । ସମ୍ମିଳନୀର ବିଷୟବସ୍ତୁ ହେଉଛି ” ଆମ ଭବିଷ୍ୟତର ପୁନଃ ନିର୍ଦ୍ଧାରଣ: ସମସ୍ତଙ୍କ ପାଇଁ ନିରାପଦ ଏବଂ ସୁରକ୍ଷିତ ପରିବେଶ’ । ଏହି ଅବସରରେ ଗୁଆନା ସମବାୟ ଗଣରାଜ୍ୟର ମହାମହିମ ରାଷ୍ଟ୍ରପତି ଡକ୍ଟର ମହମ୍ମଦ ଇରଫାନ ଅଲି; ପାପୁଆ ନ୍ୟୁ ଗିନିଆର ପ୍ରଧାନମନ୍ତ୍ରୀ ମାନ୍ୟବର ଜେମ୍ସ ମାରାପେ; ମାଳଦ୍ୱୀପ ଗଣରାଜ୍ୟ ପିପୁଲସ ମଜଲିସ୍‍ର ବାଚସ୍ପତି ଶ୍ରୀ ମହମ୍ମଦ ନାସିଦ; ମିଳିତ ଜାତିସଂଘର ଡେପୁଟି ସେକ୍ରେଟାରୀ ଜେନେରାଲ ଶ୍ରୀମତୀ ଅମିନା ଜେ ମହମ୍ମଦ ଏବଂ କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ପ୍ରକାଶ ଜାଭଡେକର ଉପସ୍ଥିତ ରହିବେ । ଏବଂ ସମ୍ବଳ ପ୍ରତିଷ୍ଠାନ (TERI) ଫ୍ଲାଗସିପ୍ ଇଭେଣ୍ଟର ୨୦ ତମ ସଂସ୍କରଣ, ବିଶ୍ୱ ଦୀର୍ଘସ୍ଥାୟୀ ବିକାଶ ସମ୍ମିଳନୀ ୨୦୨୧ ଫେବୃଆରୀ ୧୦ ରୁ ୧୨ ତାରିଖ ପର୍ଯ୍ୟନ୍ତ ଅନଲାଇନରେ ଅନୁଷ୍ଠିତ ହେବ । ଏହି ସମ୍ମିଳନୀରେ ବହୁ ସଂଖ୍ୟାରେ ସରକାର, ବ୍ୟବସାୟିକ ନେତୃମଣ୍ଡଳୀ, ବିଶେଷଜ୍ଞ, ଜଳବାୟୁ ବିଜ୍ଞାନୀ, ଯୁବକ ଏବଂ ସାମାଜିକ ସଂଗଠନଗୁଡିକ ଜଳବାୟୁ ପରିବର୍ତ୍ତନ ବିରୋଧ ସଂଗ୍ରାମରେ ଏକତ୍ରିତ ହେବେ ।  ଭାରତର ପରିବେଶ ମନ୍ତ୍ରଣାଳୟ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ, ନୂତନ ଏବଂ ଅଣପାରମ୍ପରିକ ଶକ୍ତି ମନ୍ତ୍ରଣାଳୟ ଏବଂ ଭୂ ବିଜ୍ଞାନ ମନ୍ତ୍ରଣାଳୟ ଏହି ସମ୍ମିଳନୀର ପ୍ରମୁଖ ଅଂଶୀଦାର ଅଟନ୍ତି । ଶିଖର ସମ୍ମିଳନୀରେ ଆଲୋଚନା ହେବାକୁ ଥିବା ପ୍ରସଙ୍ଗ ମଧ୍ୟରେ ଶକ୍ତି ଏବଂ ଶିଳ୍ପ ପରିବର୍ତ୍ତନ, ଉପଯୋଗୀକରଣ ଏବଂ ନମନୀୟତା, ପ୍ରକୃତି ଭିତ୍ତିକ ସମାଧାନ, ଜଳବାୟୁ ଅର୍ଥନୀତି, ବୃତ୍ତିଗତ ଅର୍ଥନୀତି, ସ୍ୱଚ୍ଛ ମହାସାଗର ଏବଂ ବାୟୁ ପ୍ରଦୂଷଣ ଆଦି ରହିଛି ।
ନୂଆଦିଲ୍ଲୀ,  କରୋନାରେ  ସମଗ୍ର ବିଶ୍ବରେ  ଆଜି ପର୍ଯ୍ୟନ୍ତ ୧୦ କୋଟି ୬୯ ଲକ୍ଷ ୬୫ ହଜାର ୮୦୯ ଜଣ ଲୋକ ସଂକ୍ରମିତ ହୋଇସାରିଥିବା ବେଳେ...
ନୂଆଦିଲ୍ଲୀ, ଦେଶରେ ଗତ ୨୪ଘଂଟା  ମଧ୍ୟରେ    ୯,୧୧୦ ଟି ନୂଆ କରୋନା ମାମଲା ସାମନାକୁ ଆସିଛି ।  ଏହି ସମୟ ମଧ୍ୟରେ...
ଭୁବନେଶ୍ୱର,ରାଜ୍ୟରେ ଗୋଟିଏ ଦିନରେ  ୭୨   ଜଣ ନୂଆ  କରୋନା  ଆକ୍ରାନ୍ତ ଚିହ୍ନଟ ହେବା ପରେ  ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା   ୩୩୫୬୯୨   କୁ...
ନୂଆଦିଲ୍ଲୀ, ଦେଶରେ ଗତ ୨୪ଘଂଟା  ମଧ୍ୟରେ    ୧୧,୮୩୧ ଟି ନୂଆ କରୋନା ମାମଲା ସାମନାକୁ ଆସିଛି ।  ଏହି ସମୟ ମଧ୍ୟରେ...
ଇମ୍ଫାଲ , ମଣିପୁରରେ   ଗତ ୨୪ ଘଂଟାରେ  ୯   ନୂଆ କରୋନାର ମାମଲା ସାମନାକୁ ଆସିଛି । ରାଜ୍ୟ  ସରକାରଙ୍କ ପକ୍ଷରୁ ଏହି...
ଜୟପୁର , ରାଜସ୍ଥାନରେ     ଗତ ୨୪ ଘଂଟାରେ ୭୫   ନୂଆ କରୋନାର ମାମଲା ସାମନାକୁ ଆସିଛି । ରାଜ୍ୟ  ସରକାରଙ୍କ ପକ୍ଷରୁ...
ବେଙ୍ଗାଲୁରୁ ,  କର୍ଣାଟକରେ ଗତ ୨୪ ଘଂଟାରେ ୪୮୭   ନୂଆ କରୋନାର ମାମଲା ସାମନାକୁ ଆସିଛି ।    ଏହି ସମୟ ମଧ୍ୟରେ...
ନୂଆଦିଲ୍ଲୀ/ଭୁବନେଶ୍ୱର– ଜାତୀୟ ଐତିହ୍ୟ ପ୍ରାଧିକରଣ (ଏନଏମଏ)ର ପ୍ରସ୍ତାବିତ ନୋଟିଫିକେସନ୍‌କୁ ପ୍ରତ୍ୟାହାର କରାଯାଇଥିବାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ , ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ...
error

Enjoy this blog? Please spread the word :)

Follow by Email
Instagram
Telegram