July 12, 2025

ରାଷ୍ଟ୍ରୀୟ

ଲିଙ୍ଗରାଜ ଓ ଶୁକଶାରୀ ମନ୍ଦିରର ପାଶ୍ୱର୍ମନ୍ଦିରର ପୁନଃଉଦ୍ଧାର ପାଇଁ ଏଏସଆଇର ବିଶେଷଜ୍ଞ ଦଳ ପଠାଯାଉ – ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ/ଭୁବନେଶ୍ୱର, ଦେଶର ସମୃଦ୍ଧ...
ଦେଶରେ ଅଧିକ ମାନବସମ୍ବଳ ପାଇଁ ଦକ୍ଷତାକୁ ପ୍ରାଧାନ୍ୟ ଦେଉଛନ୍ତି ପ୍ରଧାନମନ୍ତ୍ରୀ – ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ/ଭୁବନେଶ୍ୱର, ବିଶ୍ୱବ୍ୟାପୀ ଦୃଶ୍ୟପଟ୍ଟକୁ ନଜରରେ ରଖି ମୋଦି ସରକାର...
ନୂଆଦିଲ୍ଲୀ,  ଦେଶରେ କରୋନାରୁ ସୁସ୍ଥଙ୍କ ସଂଖ୍ୟା କ୍ରମାଗତ ବୃଦ୍ଧି ପାଉଥିବାରୁ ଦେଶରେ ସୁସ୍ଥତା ହାର ୯୭% ପାଖାପାଖି ରହିଛି । ଭାରତର ସୁସ୍ଥତା...
ନୂଆଦିଲ୍ଲୀ, ବିଶ୍ୱବ୍ୟାପୀ କରୋନାରେ ମୃତ୍ୟୁ ସଂଖ୍ୟା ୨୨ ଲକ୍ଷ ନିକଟତର ହୋଇଛି । ସେହିଭଳି ଆକ୍ରାନ୍ତଙ୍କ ସଂଖ୍ୟା ୧୦ କୋଟି ୧୯ ଲକ୍ଷରେ ପହଂଚିଛି...
ଭୁବନେଶ୍ୱର, ରାଜ୍ୟରେ ଗୋଟିଏ ଦିନରେ ୭୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୪୮୫୦...
ନୂଆଦିଲ୍ଲୀ -ଗଣତନ୍ତ୍ର ଦିବସରେ କୃଷକଙ୍କ ଟ୍ରାକ୍ଟର ସମାବେଶରେ ହୋଇଥିବା ବିଶୃଙ୍ଖଳାକୁ ନେଇ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଉଦବେଗ ପ୍ରକାଶ କରିଛନ୍ତି ।...
ନୂଆଦିଲ୍ଲୀ,ସଂସଦର ମୂଲ୍ୟବାନ ସମୟର ସୁବିନିଯୋଗ କରିବା ନିମନ୍ତେ ପ୍ରୟାସ କରାଯିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ସଂସଦର ବଜେଟ...
ନୂଆଦିଲ୍ଲୀ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମ୍ପୃକ୍ତି ସହିତ ସକ୍ରିୟ ପ୍ରଶାସନ ଏବଂ ସମୟୋପଯୋଗୀ କାର୍ଯ୍ୟକାରିତା ଲାଗି ଆଇସିଟି ଆଧାରିତ ବହୁମୁଖୀ ପ୍ଲାଟଫର୍ମ ପ୍ରଗତିର 35ତମ ବୈଠକ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ନଅଟି ପ୍ରକଳ୍ପ ଏବଂ ଗୋଟିଏ ଯୋଜନା ସମେତ ଦଶଟି ପ୍ରସଙ୍ଗରେ ସମୀକ୍ଷା କରାଯାଇଥିଲା। ଏହି ନଅଟି ପ୍ରକଳ୍ପ ମଧ୍ୟରେ ରେଳ ମନ୍ତ୍ରଣାଳୟର ତିନୋଟି ପ୍ରକଳ୍ପ, ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟର ତିନୋଟି ଏବଂ ଡିପିଆଇଆଇଟି, ଶକ୍ତି ମନ୍ତ୍ରଣାଳୟ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଗୋଟିଏ ଲେଖାଏଁ ପ୍ରକଳ୍ପ ସାମିଲ ରହିଛି। ମୋଟ 54,675 କୋଟି ଟଙ୍କାର ଏହି ନଅଟି ପ୍ରକଳ୍ପ ଓଡ଼ିଶା, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ଛତିଶଗଡ଼, ପଞ୍ଜାବ, ଝାଡ଼ଖଣ୍ଡ, ବିହାର, ତେଲଙ୍ଗାନା, ରାଜସ୍ଥାନ, ଗୁଜରାଟ, ପଶ୍ଚିମବଙ୍ଗ, ହରିୟାଣା, ଉତ୍ତରାଖଣ୍ଡ ଓ ଉତ୍ତର ପ୍ରଦେଶ ଆଦି 15ଟି ରାଜ୍ୟରେ କାର୍ଯ୍ୟକାରୀ ହେଉଛି। ପ୍ରଧାନମନ୍ତ୍ରୀ ଏହି ସମୀକ୍ଷା ଅବସରରେ ପ୍ରଧାନମନ୍ତ୍ରୀ ଭାରତୀୟ ଜନୌଷଧି ପରିଯୋଜନାର ମଧ୍ୟ ସମୀକ୍ଷା କରିଥିଲେ। ଭିତ୍ତିଭୂମି ପ୍ରକଳ୍ପରେ ବାଧକ ସାଜୁଥିବା ପ୍ରସଙ୍ଗଗୁଡ଼ିକର ତ୍ବରିତ ସମାଧାନ ଲାଗି ପ୍ରଧାନମନ୍ତ୍ରୀ ସମସ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେ ମଧ୍ୟ ପ୍ରଧାନମନ୍ତ୍ରୀ ଭାରତୀୟ ଭାରତୀୟ ଜନୌଷଧି ପରିଯୋଜନାର ବ୍ୟାପକ ପ୍ରଚାର ଏବଂ ଏହାର ପ୍ରଭାବକୁ ବୃଦ୍ଧି କରିବା ଲାଗି ପ୍ରଯୁକ୍ତିର ଉପଯୋଗ ସୁନିଶ୍ଚିତ କରିବା ସକାଶେ ଫାର୍ମାସ୍ୟୁଟିକାଲ୍ସ ବିଭାଗ ଓ ରାଜ୍ୟ ତଥା କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକୁ ପରାମର୍ଶ ଦେଇଥିଲେ। ପ୍ରଗତୀର 34ତମ ବୈଠକ ସୁଦ୍ଧା ମୋଟ 13.14 ଲକ୍ଷ କୋଟି ଟଙ୍କାର 283ଟି ପ୍ରକଳ୍ପର ସମୀକ୍ଷା କରାଯାଇସାରିଛି।
ନୂଆଦିଲ୍ଲୀ, କେତେକ ନିର୍ଦ୍ଧିଷ୍ଟ ଉଦ୍ଦେଶ୍ୟରେ ଭାରତ ସରକାର ଆନ୍ତର୍ଜାତିକ ଶକ୍ତି ସଂସ୍ଥା ସଦସ୍ୟଙ୍କ ସହ ଆଜି ରାଜିନାମା ସ୍ୱାକ୍ଷର କରିଛନ୍ତି । ପାରସ୍ପରିକ ଆସ୍ଥା ଓ ସହଯୋଗ...
  ଏପର୍ଯ୍ୟନ୍ତ 2020-21 ଆର୍ଥିକ ବର୍ଷ ପାଇଁ 45ହଜାର 338କୋଟି ଟଙ୍କା ଦିଆଗଲାଣି  ଓଡିଶା ଏପର୍ଯ୍ୟନ୍ତ ପାଇଲାଣି 1693.50କୋଟି ଟଙ୍କା ନୂଆଦିଲ୍ଲୀ, ଅର୍ଥମନ୍ତ୍ରଣାଳୟ ଅଧୀନରେ ଥିବା ଖର୍ଚ୍ଚ ବିଭାଗ...
error

Enjoy this blog? Please spread the word :)

Follow by Email
Instagram
Telegram