November 3, 2026

ରାଷ୍ଟ୍ରୀୟ

ନୂଆଦିଲ୍ଲୀ, କୋଭିଡ-୧୯ ମୁକାବିଲାରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି । ମୋଟ ଟିକାକରଣ ୪ କୋଟିକୁ ଅତିକ୍ରମ କରିଯାଇଛି ।ଆଜି ସକାଳ ୭ଟା ସୁଦ୍ଧା ମୋଟ ୬,୮୬,୪୬୯ ସେସନରେ ୪,୨୦,୬୩,୩୯୨ ଜଣଙ୍କ ଟିକାକରଣ ହୋଇଛି ।ଏହା ମଧ୍ୟରେ ଅଛି, ୭୭,୦୬,୮୩୯ ଏଚସିଡବ୍ଲୁ (ପ୍ରଥମ ଡୋଜ୍),୪୮,୦୪,୨୮୫ ଏଚସିଡବ୍ଲୁ (ଦ୍ୱିତୀୟ ଡୋଜ୍), ୭୯,୫୭,୬୦୬ ଏଫଏଲଡବ୍ଲୁ (ପ୍ରଥମ ଡୋଜ୍), ୨୪,୧୭,୦୭୭ ଏଫଏଲଡବ୍ଲୁ (ଦ୍ୱିତୀୟ ଡୋଜ୍), ୪୫ ବର୍ଷରୁ ଅଧିକ ବୟସର ଦୁରାରୋଗ୍ୟରେ ଆକ୍ରାନ୍ତ ୩୨,୨୩,୬୧୨ ଜଣ ହିତାଧିକାରୀ ଏବଂ ୬୦ ବର୍ଷରୁ ଅଧିକ ବୟସର ୧,୫୯,୫୩,୯୭୩ ଜଣ ହିତାଧିକାରୀଙ୍କ ଟିକାକରଣ ।
ଭୁବନେଶ୍ୱର , ରାଜ୍ୟରେକରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗତକାଲି ୧୧୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଜି...
ଭୁବନେଶ୍ୱର, ମାସକ ପରେ ରାଜ୍ୟରେ ପୁଣି ଉପରମୁହାଁ ହୋଇଛି କରୋନା ଗ୍ରାଫ୍ । ଦୀର୍ଘ ଦିନର ବ୍ୟବଧାନ ପରେ କରୋନା ସଂକ୍ରମିତଙ୍କ ସଂଖ୍ୟା୧୦୦...
ପୁରୀ, ଆସନ୍ତା ୨୨ ତାରିଖରେ ପୁରୀ ଶ୍ରୀମନ୍ଦିର ପରିଦର୍ଶନରେ ଆସିବେ ରାଷ୍ଟ୍ରପତି ରାମନାଥ କୋଭିନ୍ଦ । ସେଥିପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି...
ଭୁବନେଶ୍ୱର, ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ପୁଣି ୮୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୮...
ନୂଆଦିଲ୍ଲୀ,  ପିଏନଜିଆରବି ଆଇନ, ୨୦୦୬ ଅନୁସାରେ ଦେଶରେ ସିଟି ଗ୍ୟାସ୍ ବିତରଣ (ସିଜିଡ଼ି) କିମ୍ବା ସ୍ଥାନୀୟ କୌଣସି ଏକ ଭୌଗୋଳିକ କ୍ଷେତ୍ର (ଜିଏ)ରେ ପ୍ରାକୃତିକ ବାଷ୍ପ...
error

Enjoy this blog? Please spread the word :)

Follow by Email
Instagram
Telegram