November 27, 2024

ରାଷ୍ଟ୍ରୀୟ

ନୂଆଦିଲ୍ଲୀ,ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମେଘାଳୟବାସୀଙ୍କୁ ସେମାନଙ୍କ ରାଜ୍ୟ ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଛନ୍ତି ।ଏକ ଟ୍ଵିଟରେ ଶ୍ରୀ ମୋଦୀ କହିଛନ୍ତି, “ରାଜ୍ୟର ପ୍ରତିଷ୍ଠା  ଦିବସରେ ମେଘାଳୟର ମୋ ଭଉଣୀ ଏବଂ ଭାଇମାନଙ୍କୁ ଶୁଭେଚ୍ଛା । ଦୟା ଏବଂ ଭାତୃତ୍ଵର ଭାବନା ପାଇଁ ଏହି ରାଜ୍ୟ ସୁପରିଚିତ । ମେଘାଳୟର ଯୁବକମାନେ ସୃଜନଶୀଳ ଏବଂ ଉଦ୍ୟୋଗୀ । ଆଶା କରୁଛି ଆଗାମୀ ଦିନରେ ରାଜ୍ୟ ତାହାର ପ୍ରଗତିରେ ନୂତନ ଶିଖର ଛୁଇଁବ ।
ନୂଆଦିଲ୍ଲୀ,କର୍ଣ୍ଣାଟକର ଶିମୋଗା ଜିଲ୍ଲାରେ ରାତିରେ ଏକ ବିସ୍ଫୋରକ ନେଇ ଯାଉଥିବା ଟ୍ରକ ବିସ୍ଫୋରଣ ମାମଲାରେ ଅନେକ ଲୋକ ହତାହତ ହେବା ନେଅ ପ୍ରଧାନମନ୍ତ୍ରୀ...
ନୂଆଦିଲ୍ଲୀ – ଦେଶରେ ଗତ ୨୪ଘଂଟା  ମଧ୍ୟରେ    ୧୪,୫୪୫ ଟି ନୂଆ କରୋନା ମାମଲା ସାମନାକୁ ଆସିଛି ।  ଏହି ସମୟ...
ନୂଆଦିଲ୍ଲୀ, କରୋନା  କାରଣରୁ ଆଜି ପର୍ଯ୍ୟନ୍ତ ବିଶ୍ୱବ୍ୟାପୀ ୯ କୋଟି ୭୨ ଲକ୍ଷ ୬୮ ହଜାର ୭୮୩ ଲୋକ ସଂକ୍ରମିତ ହୋଇସାରିଥିବା ବେଳେ ୨୦...
ନୂଆଦିଲ୍ଲୀ, ତ୍ତରପ୍ରଦେଶରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୬ଲକ୍ଷ ହିତାଧୀକାରୀଙ୍କ ଉଦ୍ଦେଶ୍ୟରେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଅର୍ଥ...
ନୂଆଦିଲ୍ଲୀ,ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ପାଇଛି । ମୋଟ କରୋନା ସକ୍ର୍ରିୟ ମାମଲା 2 ଲକ୍ଷ ତଳକୁ ଅର୍ଥାତ 1,97,201କୁ ଖସି ଆସିଛି । ଏହା ମୋଟ...
ନୂଆଦିଲ୍ଲୀ,ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‍ ବୈଠକରେ ସୌରଶକ୍ତି କ୍ଷେତ୍ରରେ ସହଯୋଗ ପାଇଁ ଭାରତ ଓ ଉଜ୍‍ବେକିସ୍ତାନ ମଧ୍ୟରେ ବୁଝାମଣାପତ୍ର (ଏମ୍‍ଓୟୁ) ସ୍ୱାକ୍ଷର ହେବାର ସୂଚନା ଦିଆଯାଇଛି । କାର୍ଯ୍ୟର ମୁଖ୍ୟ କ୍ଷେତ୍ର ହେଉଛି ଜାତୀୟ ସୌର ଶକ୍ତି ପ୍ରତିଷ୍ଠାନ (ଏନ୍‍ଆଇଏସ୍‍ଇ), ଭାରତର ନୂତନ ଏବଂ ଅଣପାରମ୍ପରିକ ଶକ୍ତି ମନ୍ତ୍ରାଳୟ ଏବଂ ଉଜବେକିସ୍ତାନର ଆର୍ନ୍ତଜାତିକ ସୌର ଶକ୍ତି ପ୍ରତିଷ୍ଠାନ ମଧ୍ୟରେ ଗବେଷଣା / ପ୍ରଦର୍ଶନ/ ପାଇଲଟ ପ୍ରକଳ୍ପ ଗୁଡିକର ଚିହ୍ନଟ କରିବା । i.        ସୋଲାର ଫଟୋଭୋଲ୍‍ଟିକ୍‍ ii.       ମହଜୁଦ ଜ୍ଞାନକୌଶଳ iii.      ଜ୍ଞାକୌଶଳର ଆଦାନପ୍ରଦାନ ପାରସ୍ପରିକ ଚୁକ୍ତି ଆଧାରରେ, ଉଭୟ ପକ୍ଷ ଆର୍ନ୍ତଜାତୀୟ ସୌର ମେଣ୍ଟ (ଆଇଏସ୍‍ଏ) ସଦସ୍ୟ ଦେଶଗୁଡିକରେ ପାଇଲଟ ପ୍ରକଳ୍ପର କାର୍ଯ୍ୟକାରିତା ଓ ନିୟୋଜନ ପାଇଁ କାର୍ଯ୍ୟ କରିବେ ।
କୌଣସି ରାଜ୍ୟରେ ଏଇଏଫଆଇର ମାତ୍ରାଧିକ /ଗୁରୁତର ଘଟଣାର ଖବର ନାହିଁଦେ ନୂଆଦିଲ୍ଲୀ,  ଶବ୍ୟାପୀ ଚାଲିଥିବା କୋଭିଡ଼- 19 ଟିକାକରଣ କାର୍ଯ୍ୟକ୍ରମ ଆଜି କ୍ରମାଗତ ଭାବେ ଚତୁର୍ଥ...
ନୂଆଦିଲ୍ଲୀ, ଭାରତରେ ଉତ୍ପାଦିତ ହୋଇଥିବା କୋଭିଡ-୧୯ଟିକାକୁ ଗ୍ରହଣ କରିବା ପରେ ଭୁଟାନ  ନିଜର ପ୍ରତିକ୍ରିୟାରେ ଭୂଟାନ କହିଛି, ବିଶ୍ୱସ୍ତ ବନ୍ଧୁ ରାଷ୍ଟ୍ରରୁ ଉପହାର ସ୍ୱରୂପ...
error

Enjoy this blog? Please spread the word :)

Follow by Email
Instagram
Telegram