ବେଙ୍ଗାଲୁରୁ , କର୍ଣାଟକରେ ଗତ ୨୪ ଘଂଟାରେ ୧,୭୧୫ ନୂଆ କରୋନାର ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ୨ ...
ରାଷ୍ଟ୍ରୀୟ
ନୂଆଦିଲ୍ଲୀ, ଦେଶର କିଛି ରାଜ୍ୟରେ ନୂଆ ମାମଲା ପ୍ରତିଦିନ ବଢିବାରେ ଲାଗିଛି । ମହାରାଷ୍ଟ୍ର, ପଞ୍ଜାବ, କର୍ଣ୍ଣାଟକ, ଗୁଜୁରାଟ ଓ ମଧ୍ୟପ୍ରଦେଶରେ ଗତ ୨୪ ଘଣ୍ଟାରେ ୭୭.୭% ନୂଆ ମାମଲା...
କେନ୍ ବେତୱା ଲିଙ୍କ ପ୍ରକଳ୍ପ ଲାଗି ଐତିହାସିକ ବୁଝାମଣା ପତ୍ର ହେବ ସ୍ୱାକ୍ଷରିତ ଜଳ ସଂରକ୍ଷଣ ପାଇଁ ‘ଜଳ ଶପଥ’ ଗ୍ରହଣ କରିବେ...
ପୁରୀ, ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ କରି ଫେରିଛନ୍ତି । ତାଙ୍କ ସହ ତାଙ୍କ ପରିବାର, କେନ୍ଦ୍ର...
ନୂଆଦିଲ୍ଲୀ, ରାଷ୍ଟ୍ରପତି ଏନ୍ଆଇଟି ରାଉରକେଲାର 18ତମ ବାର୍ଷିକ ସମାବର୍ତ୍ତନ ସମାରୋହରେ ଆଜି ଯୋଗ ଦେବେ। ସେହିଦିନ, ସେ ମଧ୍ୟ ରାଉରକେଲା ଇସ୍ପାତ କାରଖାନା ଠାରେ ଏକ...
ଚଣ୍ଡିଗଡ ,ପଂଜାବ ଗତ ୨୪ ଘଂଟାରେ ୨୫୮୭ ନୂଆ କରୋନାର ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ...
ବେଙ୍ଗାଲୁରୁ , କର୍ଣାଟକରେ ଗତ ୨୪ ଘଂଟାରେ ୧,୭୯୮ ନୂଆ କରୋନାର ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ୭ ...
ନୂଆଦିଲ୍ଲୀ,ରତ୍ନଗିରୀ ଜିଲ୍ଲାର ଏକ କାରଖାନାରେ ବିସ୍ଫୋରଣ ଘଟିବା ଯୋଗୁଁ ଏଥିରେ ପ୍ରାଣ ହରାଇଥିବା ଲୋକଙ୍କ ପ୍ରତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ...
ନୂଆଦିଲ୍ଲୀ, କୋଭିଡ-୧୯ ମୁକାବିଲାରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି । ମୋଟ ଟିକାକରଣ ୪ କୋଟିକୁ ଅତିକ୍ରମ କରିଯାଇଛି ।ଆଜି ସକାଳ ୭ଟା ସୁଦ୍ଧା ମୋଟ ୬,୮୬,୪୬୯ ସେସନରେ ୪,୨୦,୬୩,୩୯୨ ଜଣଙ୍କ ଟିକାକରଣ ହୋଇଛି ।ଏହା ମଧ୍ୟରେ ଅଛି, ୭୭,୦୬,୮୩୯ ଏଚସିଡବ୍ଲୁ (ପ୍ରଥମ ଡୋଜ୍),୪୮,୦୪,୨୮୫ ଏଚସିଡବ୍ଲୁ (ଦ୍ୱିତୀୟ ଡୋଜ୍), ୭୯,୫୭,୬୦୬ ଏଫଏଲଡବ୍ଲୁ (ପ୍ରଥମ ଡୋଜ୍), ୨୪,୧୭,୦୭୭ ଏଫଏଲଡବ୍ଲୁ (ଦ୍ୱିତୀୟ ଡୋଜ୍), ୪୫ ବର୍ଷରୁ ଅଧିକ ବୟସର ଦୁରାରୋଗ୍ୟରେ ଆକ୍ରାନ୍ତ ୩୨,୨୩,୬୧୨ ଜଣ ହିତାଧିକାରୀ ଏବଂ ୬୦ ବର୍ଷରୁ ଅଧିକ ବୟସର ୧,୫୯,୫୩,୯୭୩ ଜଣ ହିତାଧିକାରୀଙ୍କ ଟିକାକରଣ ।
ନୂଆଦିଲ୍ଲୀ, ଭାରତ ଗସ୍ତରେ ଥିବା ଆମେରିକାର ପ୍ରତିରକ୍ଷା ସଚିବ ଲୟେଡ ଜେମ୍ସ ଅଷ୍ଟିନ ତୃତୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ।ସଚିବ ଅଷ୍ଟିନ ରାଷ୍ଟ୍ରପତି ବାଇଡେନଙ୍କ ଶୁଭେଚ୍ଛା...