ଜଗତସିଂହପୁର- ଆଜି ଜଗତସିଂହପୁର ବଜାର ଦେଇ ବିଜେପି ପକ୍ଷରୁ ନାଗରିକ ସଂଶୋଧନ ବିଲ୍ (ସିଏଏ) ସପକ୍ଷରେ ଏକ ବିରାଟ ସଚେତନ ନାଗରିକ ରାଲି ଆୟୋଜିତ ହୋଇଯାଇଛି...
desk
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO
ଭୁବନ- ନୂଆଭୁବନ ନୋଡ଼ାଲ ଉଚ୍ଚ ବିଦ୍ୟାଳୟର ବାର୍ଷିକଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁଧୀର କୁମାର ସାହୁଙ୍କ ଅଧ୍ୟକ୍ଷତା...
ଜୟପୁର- କୋରାପୁଟ ଜିଲାରେ ପଲସ ପୋଲିଓ ଓ ସ୍ୱତନ୍ତ୍ର ଟୀକାକରଣ ନିମନ୍ତେ ଜିଲା ପ୍ରଶାସନ ପ୍ରସ୍ତୁତ ହୋଇଛି । ଆସନ୍ତା କାଲି ଠାରୁ...
ବାଲେଶ୍ୱର- ପଶ୍ଚିମବଙ୍ଗର ହୁଗୁଳିରୁ ପୁରୀ ଅଭିମୁଖେ ଆସୁଥିବା ଏକ ତୀର୍ଥଯାତ୍ରୀ ବସ୍ ଆଜି ଭୋରରୁ ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି...
ଭୁବନେଶ୍ୱର – ଓଡିଶା ପୂଜ୍ୟ ପ୍ରଣାମ ଟ୍ରଷ୍ଟ ପକ୍ଷରୁ ଆଜି ପୂର୍ବାହ୍ନରେ ବିଶିଷ୍ଟ ପ୍ରଶାସକ ତଥା ଉକ୍ରଳ ସଂସ୍କୃତି ବିଶ୍ୱ ବିଦ୍ୟାଳୟର ପୂର୍ବତନ...
ଖୋର୍ଦ୍ଧା- ଖୋର୍ଦ୍ଧା ବନଖଣ୍ଡ ଅଧିନସ୍ଥ ବେଗୁନିଆ ବ୍ଲକର ହଜ ଓ କଲରଝର ଗାଁରେ ହାତୀ ଆକ୍ରମଣରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ...
ଭୁବନେଶ୍ୱର – ବିଧାନସଭାର ବିଭାଗୀୟ ସ୍ଥାୟୀ କମିଟି ୪ ଙ୍କର ଏକାଦଶ ବୈଠକ ବିଧାୟକ ଶ୍ରୀ ଭୂପିନ୍ଦର ସିଂହଙ୍କ ଅଧ୍ୟକ୍ଷତାରେ ଅନୁÂିତ ହୋଇଯାଇଛି...
ଭୁବନ- ଭାରତୀୟ ବିଦ୍ୟାନିକେତନ ତକ୍ଷଶିଳାର ୭ମ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଜଗବନ୍ଧୁ ପୃଷ୍ଟିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ...
ଭୁବନେଶ୍ୱର – ବିଧାନସଭାର ଆବେଦନ ପତ୍ର କମିଟିଙ୍କର ନବମ ବୈଠକ ବିଧାୟକ ଶ୍ରୀ ବଦ୍ରିନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁÂିତ ହୋଇଯାଇଛି । ବିଧାନସଭାସ୍ଥିତ...
ଭୁବନ- ଭୁବନ ବଡହାଟ ସରକାରୀ ଉ.ପ୍ରା. ବିଦ୍ୟାଳୟର ବାର୍ଷିକ ଉତ୍ସବ ଗତକାଲି ଅନୁଷ୍ଠିତ ହୋଇଯାଇଛି । ଢେଙ୍କାନାଳ ସାଂସଦ ମହେଶ ସାହୁ ବାର୍ଷିକଉତ୍ସବରେ...