December 30, 2025

desk

ଆମ ସମ୍ପର୍କରେ ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ  ଓ ବିଶ୍ୱର ସମସାମୟିକ ଖବର ସହିତ  ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ  କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।  HEMANT KUMAR TIWARI MANAGING EDITOR CUM CEO
ଚଣ୍ଡିଗଡ , ହରିଆଣାରେ   ଗତ ୨୪ ଘଂଟାରେ ୧୧,୮୫୪ ନୂଆ କରୋନାର ମାମଲା ସାମନାକୁ ଆସିଛି ।  ପ୍ରଦେଶ ସରକାରଙ୍କ ପକ୍ଷରୁ ଏହି...
ପୁରୀ, ପୁରୀ ସହରର ବିଭିନ୍ନ ହୋଟେଲ, ଲଜିଂ ଓ ଧର୍ମଶାଳାରେ ଆଜି ପ୍ରଶାସନ ପକ୍ଷରୁ ଚଢ଼ଉ କରାଯାଇଛି । ଜିଲ୍ଲା ପ୍ରଶାସନର ତିନୋଟି...
ଗଞ୍ଜାମ,  ଗତକାଲି ଅପରାହ୍ନରେ ଭଞ୍ଜନଗର ନିକଟସ୍ଥ କାଳିଆମ୍ବା ଜଙ୍ଗଲରୁ ବ୍ରହ୍ମପୁର ଭଞ୍ଜନଗର ରାସ୍ତା ଉପରକୁ ଏକ ବାରହା ଚାଲି ଆସିଥିଲା । ପ୍ରଥମେ...
ପୁରୀ,ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏକ ଭର୍ଚୁଆଲ ବୈଠକ ଆଜି ଅନୁଷ୍ଠିତ ହେଉଛି । ଏହି ବୈଠକରେ ଜିଲ୍ଲାପାଳ ସମର୍ଥ ବର୍ମା, ଉନ୍ନୟନ...
ଗଞ୍ଜାମ, ଗଞ୍ଜାମ ଜିଲ୍ଲା ଆସିକା ଥାନା ଘଟଖୁରୀ ଗ୍ରାମରେ ଗତକାଲି ସଂନ୍ଧ୍ୟାରେ ବଜ୍ରପାତରେ ଗୋପାଳକ ଗୁଣ୍ଡିଚା ଗୌଡ଼ଙ୍କ ମୃତ୍ୟୁ ଘଟିଛି । ଏଥିସହ...
ଗଞ୍ଜାମ,  ସୁରତରୁ ଓଖା- ପୁରୀ ଟ୍ରେନ୍ ଯୋଗେ ଫେରୁଥିବା ବେଳେ ବାଟରେ ଜଣେ ପ୍ରବାସୀଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ...
ଭୁବନେଶ୍ୱର, ରାଜ୍ୟରେ ଗୋଟିଏ ଦିନରେ  ୬୬୪୭   ଜଣ ନୂଆ  କରୋନା  ଆକ୍ରାନ୍ତ ଚିହ୍ନଟ ହେବା ପରେ  ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୦୧୩୪୧ ...
ନୂଆଦିଲ୍ଲୀ,  ଦେଶରେ ଗତ ୨୪ଘଂଟା  ମଧ୍ୟରେ  କୋବିଡ ପାଇଁ   ୧୭,୫୩,୫୬୯ ନମୂନାର ପରୀକ୍ଷଣ କରା ଯାଇଛି । ଏହା ସହିତ ଦେଶରେ ବର୍ତମାନ...
 ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା  ୪୦୧୩୪୧ ଭୁବନେଶ୍ୱର, ରାଜ୍ୟରେ ଗୋଟିଏ ଦିନରେ  ୬୬୪୭   ଜଣ ନୂଆ  କରୋନା  ଆକ୍ରାନ୍ତ ଚିହ୍ନଟ ହେବା ପରେ ...
ଭୁବନେଶ୍ୱର, ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ କରୋନାରେ ୮ ଜଣଙ୍କର ମୃତ୍ୟୁ ଘଟିିଛି । ଏହା ସହିତ ରାଜ୍ୟରେ କରୋନା କାରଣରୁ...
error

Enjoy this blog? Please spread the word :)

Follow by Email
Instagram
Telegram