December 23, 2025

desk

ଆମ ସମ୍ପର୍କରେ ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ  ଓ ବିଶ୍ୱର ସମସାମୟିକ ଖବର ସହିତ  ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ  କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।  HEMANT KUMAR TIWARI MANAGING EDITOR CUM CEO
ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୦୮୪୬୯ ଭୁବନେଶ୍ୱର,  ରାଜ୍ୟରେ ଗୋଟିଏ ଦିନରେ ୭୧୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ...
କନ୍ଧମାଳ, ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି), କନ୍ଧମାଳ ତରଫରୁ ଫୁଲବାଣୀ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ସ୍ୱୟଂଶାସିତ ମାନ୍ୟତା ଚାଲିଯାଇଥିବା ହେତୁ ଏକ...
ଭୁୁବନେଶ୍ୱର, ବିରୋଧୀ ଦଳର ନେତା ପ୍ରଦୀପ୍ତ ନାଏକ ଅସୁସ୍ଥତା ସତ୍ୱେ ଡାକ୍ତରଖାନାରୁ ଭର୍ଚୁଆଲି ବିଧାନସଭା ଅଧିବେଶନରେ େ ଯାଗ ଦେଇଛନ୍ତି । ସେ ଟ୍ୱିଟ...
ଭୁବନେଶ୍ୱର,  ଓଡିଶା ବିଧାନସଭାର ଚଳିତ ଅଧିବେଶନର ପ୍ରଥମ ଦିନରେ କଂଗ୍ରେସ ବିଧାୟକଙ୍କ ହଟ୍ଟଗୋଳ ଯୋଗୁ ଆଜି ପ୍ରଶ୍ନୋତର କାର୍ଯ୍ୟକ୍ରମ ହୋଇ ପାରି ନାହିଁ...
ଭୁୁବନେଶ୍ୱର,  ଓଡିଶା ବିଧାନସଭାର ଅଧିବେଶନ ଆଜି ଠାରୁ ଆରମ୍ଭ ହୋଇଛି । ଆଜି ପ୍ରଥମ ଦିନରେ ଗୃହରେ ଦିବଙ୍ଗତ ମନ୍ତ୍ରୀ, ବିଧାୟକ ଓ...
ଭୁବନେଶ୍ୱର,  ରାଜ୍ୟରେ କରୋନାରେ ଆଉ ୫୩ ଜଣ ରୋଗୀଙ୍କର ମୃତ୍ୟୁ ଘଟିଛି । ତେବେ ଏହି ମୃତ୍ୟୁ ସଂଖ୍ୟା ରିଏଲ ଟାଇମ ନୁହେଁ...
ନୂଆଦିଲ୍ଲୀ, ଦେଶରେ ଗତ ୨୪ଘଂଟା ମଧ୍ୟରେ କୋବିଡ ପାଇଁ ୧୬,୦୬,୭୮୫ ନମୂନାର ପରୀକ୍ଷଣ କରା ଯାଇଛି । ଏହା ସହିତ ଦେଶରେ ବର୍ତମାନ...
ଭୁବନେଶ୍ୱର, ରାଜ୍ୟରେ କୋବିଡ ଗାଇଡଲାଇନ ନିୟମ ଉଲ୍ଲଂଘନ ଅଭିଯୋଗରେ ଓଡିଶା ପୋଲିସ ଗତ ୨୪ ଘଂଟାରେ ୪୦ ଜଣଙ୍କୁ ଗିରଫ ଜବତ କରା...
ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୦୮୪୬୯ ଭୁବନେଶ୍ୱର, ରାଜ୍ୟରେ ଗୋଟିଏ ଦିନରେ ୭୧୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ...
ବଲାଙ୍ଗିର, ବଲାଙ୍ଗିର ରେଳଷ୍ଟେସନ ନିକଟ ବ୍ରିଜ୍ ତଳେ ପଡିଥିବା ଏକ ବ୍ୟାଗ୍ ଭିତରୁ ଜୀବିତ ନବଜାତ ଶିଶୁ ପୁତ୍ର ଉଦ୍ଧାର ହୋଇଛି ।...
error

Enjoy this blog? Please spread the word :)

Follow by Email
Instagram
Telegram