ଭୁବନେଶ୍ୱର, ଆସନ୍ତା ୩ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ସୁନ୍ଦରଗଡ଼, ମୟୂରଭଞ୍ଜ ଓ କେନ୍ଦୁଝରରେ ଭୀଷଣ ବର୍ଷା...
desk
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO
ଭୁବନେଶ୍ୱର– ଆଜିଠୁ ବାହୁଡ଼ା ପ୍ରସ୍ତୁତି ।ତିନି ରଥ ନେବ ଦକ୍ଷିଣ ମୋଡ଼ । ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଥିବା ରଥକୁ ଶରଧାବାଲି ନିଆଯିବ...
ଗଂଜାମ, ଗତକାଲି ଜାତୀୟ ଡାକ୍ତର ଦିବସ ଅବସରରେ ଖଲିକୋଟ ସ୍ୱୟଂ ଶାସିତ ମହାବିଦ୍ୟାଳୟର କ୍ରୀଡା ପ୍ରାଙ୍ଗଣରେ ଏକ ସ୍ୱାସ୍ଥ୍ୟ ଶିବିର ତଥା ସଚେତନତା...
ଭୁବନେଶ୍ୱର -ଚଳିତ ମାସ ଜୁଲାଇ ୧୧ ତାରିଖ ଲୋକସଭା ବିରୋଧୀଦଳ ନେତା ରାହୁଲ ଗାନ୍ଧୀ ଓଡ଼ିଶା ଆସିବେ। ସାଂସଦ ରାହୁଲ ଗାନ୍ଧୀଙ୍କ ସହ...
ନୂଆଦିଲ୍ଲୀ-ଭାରତୀୟ ଜନସଞ୍ଚାର ସଂସ୍ଥାନ ଓ ଭାରତୀୟ ବିଜ୍ଞାପନ ମାନକ ପରିଷଦଶୁକ୍ରବାର ଦିନ ଆଇଆଇଏମସିପ୍ରାଙ୍ଗଣରେ ଦିନିକିଆ ଫ୍ୟାକଲ୍ଟି ଡେଭଲପମେଣ୍ଟ ପ୍ରୋଗ୍ରାମଆୟୋଜନ କରିଛି। ଏହି କାର୍ଯ୍ୟକ୍ରମଟି...
ହିମାଚଳ ପ୍ରଦେଶରେ 5ରୁ 7 ଜୁଲାଇ ପର୍ଯ୍ୟନ୍ତ ପ୍ରବଳ ବର୍ଷାର ପୁର୍ବାନୁମାନ,ମଣ୍ଡିରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ଜାରି
ହିମାଚଳ ପ୍ରଦେଶରେ 5ରୁ 7 ଜୁଲାଇ ପର୍ଯ୍ୟନ୍ତ ପ୍ରବଳ ବର୍ଷାର ପୁର୍ବାନୁମାନ,ମଣ୍ଡିରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ଜାରି
ଶିମଳା -ହିମାଚଳପ୍ରଦେଶରେ ମୌସୁମୀ ବର୍ଷା ପ୍ରବଳ କ୍ଷତି ଘଟାଉଛି ଏବଂ ଆଗାମୀ ଦିନରେ ପରିସ୍ଥିତି ଆହୁରି ଖରାପ ହୋଇପାରେ।ପାଣିପାଗ ବିଜ୍ଞାନ କେନ୍ଦ୍ର ରାଜ୍ୟରେ...
ଜାମ୍ମୁ -ଜାମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଯାନବାହାନ ଚଳାଚଳ ସ୍ୱାଭାବିକ ଭାବରେ ବୁଧବାର ଦିନ ମଧ୍ୟ ଜାରି ରହିଛି।ତଥାପି ଟ୍ରାଫିକ ବିଭାଗ ଆଡଭାଇଜରି ଜାରି...
ଅତିରିକ୍ତ ଯାତ୍ରୀ ଭିଡ଼ ଏଡ଼ାଇବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ପ୍ରୟାସ ଭୁବନେଶ୍ୱର, ଯାତ୍ରୀ ସୁବିଧା ବୃଦ୍ଧି କରିବା ପାଇଁ ଏକ ସକ୍ରିୟ...
ବଲାଙ୍ଗିର, ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ସିନ୍ଧେକେଲା ପଞ୍ଚାୟତ ମୁଖ୍ୟାଳୟର ସମସ୍ତ ପ୍ରବେଶ ଦ୍ଵାର ଗୁଡ଼ିକରେ ଲାଗିଲା ନୋ ଏଣ୍ଟ୍ରି ଜୋନ...
ଡେରାଡୁନ-ଋଷିକେଶ-ଗଙ୍ଗୋତ୍ରୀ ହାଇୱେରେ ବୁଧବାର ସକାଳେ ତାଛଲା ନିକଟରେ କାଉଡିଆଙ୍କୁ ନେଇଯାଉଥିବା ଏକ ଟ୍ରକ୍ ସଡ଼କ ଉପରେ ଓଲଟିପଡିଛି। ଏହି ଭୟାବହ ଦୁର୍ଘଟଣାରେ ତିନିଜଣ...
