ଓଡିଶା ଅସୁସ୍ଥ ବାଘଛୁଆ ଉଦ୍ଧାର desk January 22, 2020 ଗଂଜାମ – ବୁଗୁଡ଼ା ଫରେଷ୍ଟ ରେଂଜର ମାଣିତରା ନୂଆଘାଇ ନିକଟରୁ ଫରେଷ୍ଟ ବିଭାଗର କର୍ତୃପକ୍ଷ ଏକ କଲରାପତରିଆ ବାଘ ଛୁଆ ଉଦ୍ଧାର କରିଛନ୍ତି । ତାର ଚିକିତସା କରାଯାଉଛି । ବାଘ ଛୁଆଟି ସୁସ୍ଥ ହେବା ପରେ ଜଙ୍ଗଲରେ ଛଡ଼ାଯିବ ବୋଲି ଫରେଷ୍ଟ ବିଭାଗ ପକ୍ଷରୁ କୁହାଯାଇଛି । Tags: Cub rescue Continue Reading Previous: ଜାତୀୟ ମତଦାତା ଦିବସ ପ୍ରସ୍ତୁତି ବୈଠକNext: କୃଷି କ୍ଷେତ୍ରରେ ଅଧିକ ଋଣ ଯୋଗାଇ ଦେବା ପାଇଁ ବ୍ୟାଙ୍କ୍ମାନେ ଆଗଭର ହୁଅନ୍ତୁ – କୃଷି ମନ୍ତ୍ରୀ Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Related Stories ବିଶ୍ୱ ମାତୃଦିବସରେ ସମସ୍ତ ମାଆମାନଙ୍କୁ ଶୁଭେଚ୍ଛା ଜଣାଇଲେ ସୂର୍ଯ୍ୟବଂଶୀ ସୂରଜ ଓଡିଶା ବିଶ୍ୱ ମାତୃଦିବସରେ ସମସ୍ତ ମାଆମାନଙ୍କୁ ଶୁଭେଚ୍ଛା ଜଣାଇଲେ ସୂର୍ଯ୍ୟବଂଶୀ ସୂରଜ May 11, 2025 ସିଭିଲ ଡିଫେନ୍ସ ସଙ୍ଗଠନରେ ସ୍ବେଚ୍ଛାସେବୀ ଭାବେ ଯୋଗ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଅପିଲ ଓଡିଶା ସିଭିଲ ଡିଫେନ୍ସ ସଙ୍ଗଠନରେ ସ୍ବେଚ୍ଛାସେବୀ ଭାବେ ଯୋଗ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଅପିଲ May 11, 2025 ପ୍ରଯୁକ୍ତିବିଦ୍ୟାର ବ୍ୟବହାର କରି ବିକଶିତ ଓଡ଼ିଶା ଗଠନ କରିବାକୁ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଆହ୍ୱାନ ଓଡିଶା ପ୍ରଯୁକ୍ତିବିଦ୍ୟାର ବ୍ୟବହାର କରି ବିକଶିତ ଓଡ଼ିଶା ଗଠନ କରିବାକୁ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଆହ୍ୱାନ May 11, 2025