May 25, 2025

Year: 2021

ନୂଆଦିଲ୍ଲୀ,ଜେଇଇ ଏବଂ ଏନ୍‍ଇଇଟି ସିଲାବସ୍‍ 2021 ବର୍ଷ ଅପରିବର୍ତ୍ତିତ ରହିବ ।  ତେବେ, ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ଛାତ୍ରଛାତ୍ରୀମାନେ ଜେଇଇ ଏବଂ ଏନ୍‍ଇଇଟି ପରୀକ୍ଷାରେ ପ୍ରଶ୍ନର ଉତ୍ତର ଦେବାରେ ବିକଳ୍ପ ପାଇବେ । ଜେଇଇ ସିଲାବସ୍‍ (2021 ମେନ) ପୂର୍ବବର୍ଷ ଭଳି ସମାନ ରହିବ । କିନ୍ତୁ ଛାତ୍ରଛାତ୍ରୀମାନେ 90ଟି ପ୍ରଶ୍ନ (ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଓ ଗଣିତରେ 30 ଟି କରି) ମଧ୍ୟରୁ ଯେକୌଣସି 75ଟି ପ୍ରଶ୍ନ (ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଓ ଗଣିତରେ 25 ଟି କରି) ର ଉତ୍ତର ଦେବାର ସୁଯୋଗ ପାଇବେ । 2020 ରେ ଅନୁଷ୍ଠିତ ଜେଇଇ (ମୁଖ୍ୟ) ପରୀକ୍ଷାରେ ମୋଟ୍‍ 75ଟି ପ୍ରଶ୍ନ (ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଓ ଗଣିତରେ 25 ଟି କରି) ରହିଥିଲା ଏବଂ ଛାତ୍ରଛାତ୍ରୀମାନଙ୍କୁ ସମସ୍ତ ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିଥିଲା ।2021 ଏନ୍‍ଇଇଟି (ୟୁଜି) ପ୍ରଶ୍ନପତ୍ରର ପ୍ରକୃତ ନମୂନା ଏପର୍ଯ୍ୟନ୍ତ ଘୋଷଣା ହୋଇନାହିଁ । କିନ୍ତୁ ଦେଶର କେତେକ ବୋର୍ଡର ସିଲାବସ ହ୍ରାସକୁ ଦୃଷ୍ଟିରେ ରଖି ଏନ୍‍ଇଇଟି (ୟୁଜି) 2021 ର ପ୍ରଶ୍ନପତ୍ରରେ ଜେଇଇ (ମୁଖ୍ୟ) ଭଳି ବ୍ୟବସ୍ଥା ରହିପାରେ ।
ନୂଆଦିଲ୍ଲୀ, ଆଇଆଇଟି, ଏସପିଏ ଏବଂ ଅନ୍ୟ ସିଏଫଟିଆଇଗୁଡ଼ିକରେ ନାମ ଲେଖା ପାଇଁ ଯୁଗ୍ମ ପ୍ରବେଶିକା ପରୀକ୍ଷା -ଜେଇଇ ମେନ ଦେଉଥିବା ଛାତ୍ରଛାତ୍ରୀଙ୍କ ଲାଗି ଦ୍ୱାଦଶ ଶ୍ରେଣୀରେ 75%ରୁ ଅଧିକ...
ଦିଲ୍ଲୀ, ଦିଲ୍ଲୀରେ ଗତ ୨୪ ଘଂଟାରେ ୨୩୧ ନୂଆ କରୋନାର ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ୧୦ ଜଣଙ୍କର...
କୋଲକାତା , ପଶ୍ଚିମବଙ୍ଗ ରେ ଗତ ୨୪ ଘଂଟାରେ ୪୧୨ ନୂଆ କରୋନାର ମାମଲା ସାମନାକୁ ଆସିଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ...
ମୁମ୍ବାଇ , ମହାରାଷ୍ଟ୍ରରେ ଗତ ୨୪ ଘଂଟାରେ ୨,୨୯୪ ନୂଆ କରୋନାର ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ୫୦...
ଭୁବନେଶ୍ୱର– ବର୍ଷୀୟାନ ଓଡ଼ିଆ ଅଭିନେତା ରବି ମିଶ୍ରଙ୍କ ଅକାଳ ବିୟୋଗରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଗଭୀର ଶୋକ ପ୍ରକାଶ କରିଛନ୍ତି । ସେ...
ଭୁବନେଶ୍ୱର– ବିପ୍ଳବୀ ସ୍ୱାଧୀନତା ସଂଗ୍ରାମୀ ଚନ୍ଦନ ହଜୁରୀ ‘ଚାଖି ଖୁଂଟିଆ’ଙ୍କ ଜୟନ୍ତୀରେ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ସ୍ମରଣ କରିଛନ୍ତି । ସେ...
ଭୁବନେଶ୍ୱର– ବିପ୍ଳବୀ ସ୍ୱାଧୀନତା ସଂଗ୍ରାମୀ ଚନ୍ଦନ ହଜୁରୀ ‘ଚାଖି ଖୁଂଟିଆ’ଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରଦ୍ଧାଂଜଳି ଜଣାଇଛନ୍ତି । ସେ ଟ୍ୱିଟ...
ପାଣଜୀ– କର୍ଣାଟକରେ ଏକ ସଡକ ଦୁର୍ଘଟଣାରେ ଗୁରତର ହୋଇ ଗୋଆର ଏକ ହସପିଟାଲରେ ଚିକିତ୍ସିତ ହେଉଥିବା କେନ୍ଦ୍ର ମନ୍ତ୍ରୀ ଶ୍ରୀପଦ ୟେସୋ ନାୟକଙ୍କୁ...
ନୂଆଦିଲ୍ଲୀ– ଗୁରୁ ଗୋବିନ୍ଦ ସିଂହଙ୍କ ପ୍ରକାଶ ପର୍ବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ନମନ କରିଛନ୍ତି । ସେ କହିଛନ୍ତି ତାଙ୍କର ପବିତ୍ର...
error

Enjoy this blog? Please spread the word :)

Follow by Email
Instagram
Telegram