ଅନ୍ତରାଷ୍ଟ୍ରୀୟ ମହିଳା ଦିବସ ପାଳନ ଅଭିଯାନକୁ ସ୍ମରଣୀୟ କରିବା ପାଇଁ ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ପକ୍ଷରୁ କେବଳ ମହିଳା ଲୋକୋ...
Month: March 2020
ନୂଆଦିଲ୍ଲୀ– ୟେସ୍ ବ୍ୟାଙ୍କର ସଂସ୍ଥାପକ ରାଣା କପୁରଙ୍କ ବାସଭବନ ଉପରେ ପ୍ରବର୍ତନ ନିର୍ଦ୍ଦେଶାଳୟ(ଇଡି) ଶୁକ୍ରବାର ବିଳମ୍ବିତ ରାତ୍ରିରେ ଚଢାଉ କରିଛି । ଇଡି...
ନୂଆଦିଲ୍ଲୀ– ଦିଲ୍ଲୀ ପୋଲିସର କ୍ରାଇମ ବ୍ରାଞ୍ଚ ଗୋକୁଲପୁରୀ ହତ୍ୟା ଓ ଦଙ୍ଗା ମାମଲାରେ ଅଭିଯୁକ୍ତ ଶାହନାୱାଜଙ୍କୁ ଶନିବାର ଦିନ ଗିରଫ କରିଛି। ଶାହନାୱାଜ ଦିଲବର ନେଗିଙ୍କୁ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଥିଲା । ପୋଲିସ ସୂତ୍ରରୁ ମିଳିଥିବା ସୂଚନାନୁସାରେ, ଦଙ୍ଗା ସମୟରେ ପଞ୍ଜୀକୃତ ହୋଇଥିବା ବିଭିନ୍ନ ମାମଲାର ତଦନ୍ତ କରୁଥିବା କ୍ରାଇମ ବ୍ରାଞ୍ଚ ନେଗିଙ୍କୁ ହତ୍ୟା ମାମଲାରେ ଶାହନୱାଜକୁ ଗିରଫ କରିଛି । କ୍ରାଇମ ବ୍ରାଂଚ ଏହି ମାମଲାରେ ଅନ୍ୟ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିବାକୁ ଚେଷ୍ଟା କରୁଛି। ଫେବୃଆରୀ 26 ରେ ବ୍ରହ୍ମପୁରୀରୁ ଉତ୍ତରପ୍ରଦେଶର ଦିଲବର ସିଂ ନେଗିଙ୍କ ମୃତଦେହକୁ ପୋଲିସ ଜବତ କରିଥିଲା .
ନୂଆଦିଲ୍ଲୀ / ମୁମ୍ବାଇ- ଦେଶର ସର୍ବବୃହତ ତଥା ସରକାରୀ କ୍ଷେତ୍ରର ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ୟେସ ବ୍ୟାଙ୍କର 49 ପ୍ରତିଶତ ଶେୟାର କିଣି...
ଗ୍ୟାଙ୍ଗଟକ୍– କରୋନା ଭୂତାଣୁର ପ୍ରକୋପର ପ୍ରଭାବ ସଂପ୍ରତି ଅର୍ଥ ବ୍ୟବସ୍ଥା ଉପରେ ମଧ୍ୟ ପଡିଛି । ମାରାତ୍ମକ କରୋନା କାରଣରୁ ପ୍ରତ୍ୟେକ ବର୍ଷ...
ନୂଆଦିଲ୍ଲୀ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର କହିଛନ୍ତି ପ୍ରତ୍ୟେକ ମାସରେ ଏକ କୋଟିରୁ ଅଧିକ ପରିବାର ଜନ ଔଷଧି କେନ୍ଦ୍ର ଦ୍ୱାରା ଲାଭାନ୍ୱିତ ହେଉଛନ୍ତି...
ନୂଆଦିଲ୍ଲୀ– ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ଭୂତାଣୁକୁ ନେଇ ଦେଶବାସୀଙ୍କୁ ଗୁଜବରୁ ସାବଧାନ ରହିବାକୁ ପରାମର୍ଶ ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଗୁଜବକୁ...
କଟକ– କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ମଙ୍ଗୁଳି ଛକ ନିକଟରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଗତକାଲି ବିଳମ୍ବିତ ରାତିରେ...
ବଲାଙ୍ଗିର– ଜିଲ୍ଲାର କଂଟାବାଞ୍ଜି ବ୍ଲକ ମୁରିବାହଲ ଥାନା ଅନ୍ତର୍ଗତ ସାଲେପଡ଼ା ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଜଣକ ଘରେ ପଶି ନଗଦ ୫...
ଚଣ୍ଡିଗଡ: ପଞ୍ଜାବର ଅମୃତସରରେ ଦୁଇ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସ୍ଥାନୀୟସ୍ତରରେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ସ୍ୱାସ୍ଥ୍ୟ...