ଭୁବନେଶ୍ୱର -ଆଜି ପ୍ରଥମ ଥର ପାଇଁ ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ-କଳାଭୂମି ପରିସରରେ ଜନଜାତି ଅଳଙ୍କାରକର୍ମଶାଳା ଅନୁÂିତ ହୋଇଯାଇଛି । ରବିବାର ଦିବା ୧୧ ଘଟିକାଠାରୁ ୧.୩୦ ଘଟିକା ପର୍ଯ୍ୟନ୍ତ ଏହି କର୍ମଶାଳା·ଲିଥିଲା । ଏଥିରେ ୨୪ ଜଣ ପର୍ଯ୍ୟଟକ ଅଂଶଗ୍ରହଣ କରିଥିଲେ । ସମସ୍ତେ ବ୍ରେସ୍ଲେଟ୍ ପ୍ରସ୍ତୁତ କରିଥିଲେ । ପ୍ରଥମେ ସେମାନେ ସୂତାକୁ ନିଜର ହାତର ମାପ ଅନୁସାରେ ଗୁଡ଼ାଇ ସେଥିରେ ପି ଳ ମାଳିକୁ ଗୁନ୍ଥିଥିଲେ । ଶେଷରେ ହୁକ୍ ଲଗାଇ ଗଣ୍ଠି କରି ନିଜର ବ୍ରେସ୍ଲେଟ୍ ପ୍ରସ୍ତୁତି ଶେଷ କରିଥିଲେ । ପରେ ପରେ ନିଜେ ପ୍ରସ୍ତୁତ କରିଥିବା ବ୍ରେସ୍ଲେଟ୍କୁ ସ୍ମାରକୀ ଆକାରରେ ନିଜ ଘରକୁ ନେଇଥିଲେ । ଢେଙ୍କାନାଳର ଶ୍ରୀ ଜୟକୃଷ୍ଣ ମହାରଣା, ଶ୍ରୀମତୀ ସବିତା ସାହୁ ଏବଂ ଅନ୍ନପୂର୍ଣ୍ଣା ମହାରଣାଙ୍କ ତତ୍ୱାବଧାନରେ ଏହି ଅଳଙ୍କାର କର୍ମଶାଳା ଅନୁÂିତ ହୋଇଥିଲା ।
Related Stories
November 24, 2024
November 24, 2024